www.samajalive.in
Wednesday, December 10, 2025
26.1 C
Bhubaneswar

ବାତ୍ୟାରେ ଦୁର୍ବଳ ହୋଇଥିଲା ଘର, କାନ୍ଥ ପଡ଼ି ଜଣେ ଗୁରୁତର

ବାସୁଦେବପୁର: ପୌରପାଳିକା ସ୍ଥିତ ୬୨ଟି ଗାଁରେ ମାଟିକାନ୍ଥ ପଡି ଭଗବାନ ବାରିକଙ୍କ ପୁଅ ବ୍ରହ୍ମାନନ୍ଦ(୨୪) ଗୁରୁତର ହୋଇଛନ୍ତି। ବାତ୍ୟାରେ ଦୁର୍ବଳ ହୋଇଥିବା ଘରର ମାଟିକାନ୍ଥ ପଡିବାରୁ ବ୍ରହ୍ମାନନ୍ଦଙ୍କ ଗୋଡ଼ ଭାଙ୍ଗି ଯାଇଛି। ପରିବାର ପକ୍ଷରୁ ତାକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

 

- Advertisement -

ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ ବାତ୍ୟା ‘ଦାନା’ର ପ୍ରଭାବରେ ଘରର ମାଟିକାନ୍ଥ ଦୁର୍ବଳ ହୋଇଥିଲା। ପୁଅ ସେହି ଘରେ ମଙ୍ଗଳବାର ଅପରାହ୍ନରେ କାମ କରୁଥିବା ବେଳେ କାନ୍ଥ ପଡିଯାଇଥିଲା। ତାର ଗୋଡ଼ରେ ଆଘାତ ଲାଗିବା ସହ ଭାଙ୍ଗି ଯାଇଛି ବୋଲି ପିତା ଭଗବାନ ବାରିକ ପ୍ରକାଶ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories