www.samajalive.in
Monday, December 8, 2025
24.1 C
Bhubaneswar

ଭିଡିଓରେ ଦେଖନ୍ତୁ ବନ୍ୟା ବିତ୍ପାତ: ଖେଳଣା ପରି ଭାସିଗଲା ଶତାଧିକ କାର, ବହୁ ଲୋକ ନିଖୋଜ

ସମାଜ ଡିଜିଟାଲ ଡେସ୍କ: ସ୍ପେନର ଦକ୍ଷିଣ ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଅଚାନକ ବନ୍ୟା ଆସିଯିବାରୁ ଶହ ଶହ ଲୋକ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ, ବନ୍ୟା ସ୍ରୋତ ଏତେ ତୀବ୍ର ଥିଲା ଯେ ପାଣିରେ ଖେଳଣା ଭଳି କାରଗୁଡ଼ିକ ଭାସିଯାଇଛି। ବନ୍ୟା ଯୋଗୁ ବହୁ ଅଞ୍ଚଳ​‌କ୍ଷତିଗ୍ରସ୍ତ ହୋଇଛି। ଭାଲେନସିଆର ଆଞ୍ଚଳିକ ନେତା କାର୍ଲୋସ ମାଜୋନ କହିଛନ୍ତି ଯେ, ବନ୍ୟା ଯୋଗୁ ବହୁ ଲୋକ ନିଖୋଜ ହୋଇଯାଇଛନ୍ତି। ଅନେକ ଲୋକଙ୍କ ମୃତଦେହ ଜବତ ହୋଇଛି।

ମଙ୍ଗଳବାର ସକାଳୁ ସ୍ପେନର ପୂର୍ବାଞ୍ଚଳ ଏବଂ ଦକ୍ଷିଣାଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା। ଶୀତଳ ବାୟୁ ଗରମ ବାୟୁ ସହିତ ମିଶିବା ଫଳରେ ହଠାତ ପାଗ ପରିବର୍ତ୍ତନ ହୋଇ ପ୍ରବଳ ବର୍ଷା ହୋଇଥିଲା। ତାପମାତ୍ରାରେ ବି ଦ୍ରୁତ ପରିବର୍ତ୍ତନ ହୋଇଥିଲା। ଏହା ଯୋଗୁ ବହୁ ଧନସମ୍ପତ୍ତି ହାନି ହୋଇଥିଲା। ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories