www.samajalive.in
Friday, December 12, 2025
19.1 C
Bhubaneswar

ସମ୍ବଲପୁରରେ ବୋମା ଆତଙ୍କ

ସମ୍ବଲପୁର: ସମ୍ବଲପୁରରେ ବୋମା ଆତଙ୍କ। ସମ୍ବଲପୁର ଅଇଁଠାପାଲି ଛକରେ ବୋମା ଆତଙ୍କ। ସନ୍ଦିଗ୍ଧ ଟ୍ରଲି ବ୍ୟାଗକୁ  ନେଇ ବୋମା ଆତଙ୍କ। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳର ତନାଘନା। ଟ୍ରଲି ବ୍ୟାଗରୁ ବାହାରିଲା କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। କିଏ ଜାଣିଶୁଣି ବ୍ୟାଗ ଛାଡ଼ିଥିଲା ନା ଅଜାଣତରେ ଛାଡ଼ିଥିଲା ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ କେହି ଜଣେ ବ୍ୟାଗଟିକୁ ଫିଙ୍ଗି ଚାଲିଯାଇଥିବା ଅଭିଯୋଗ ହୋଇଛି। ବ୍ୟାଗରେ ବୋମା ଥିବା ସନ୍ଦେହ କରାଯାଇଥିବାବେଳେ ତାକୁ ନେଇ ପୂରା ସହରରେ ଆତଙ୍କ ଖେଳିଯାଇଥିଲା। ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories