ଦେଖନ୍ତୁ ଭିଡ଼ିଓ, ଚେନ୍‌‌ ଲୁଟ୍‌‌ କରି ଖସିଯାଉଥିଲା ଦୁର୍ବୃତ୍ତ; ବସ୍‌‌ ଦେଲା ଧକ୍କା

ସମାଜ ଡିଜିଟାଲ ଡେସ୍କ: ମହିଳାଙ୍କ ବେକରୁ ଚେନ୍‌‌ ଲୁଟ୍‌‌ କରି ବାଇକରେ ଫେରାର ହେଉଥିଲେ ଦୁଇ ଜଣ ଦୁର୍ବୃତ୍ତ। ଏହି ସମୟରେ ସାମ୍ନା ପଟୁ ଆସୁଥିବା ବସ ଧକ୍କା ଦେଇଥିଲା। ଫଳରେ ଗାଡି ଓ ଚେନ ଛାଡି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଏସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓଟଇ ହରିୟାଣାରୁ ବୋଲି ଜଣାପଡ଼ିଛି।

Comments are closed.