www.samajalive.in
Monday, December 8, 2025
27.1 C
Bhubaneswar

ବିଏସଏନଏଲ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଆସିବ 5G ସିମ୍

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ବିଏସଏନଏଲ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ସରକାରୀ ଦୂରସଞ୍ଚାର କମ୍ପାନୀ ବିଏସଏନଏଲ୍ ଆଗାମୀ ବର୍ଷ ମେ ସୁଦ୍ଧା ଏଲ ଲକ୍ଷ ବେସ୍ ଷ୍ଟେସନ ଜରିଆରେ ଦେଶରେ ବିକଶିତ ୪ଜି ଟେକନିକକୁ ଲାଗୁ କରିବା କାମ ସମ୍ପୂର୍ଣ୍ଣ କରିବ । କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିଆ ଜଣାଇଛନ୍ତି କି ଏହା ପରେ ଜୁନ୍ ୨୦୨୫ ସୁଦ୍ଧା ୫ଟି ନେଟଓ୍ବର୍କ ଚାଲିବ ।

ସେ କହିଛନ୍ତି କି ‘ଏବେ ଆମ ପାଖରେ ଏକ ପ୍ରମୁଖ ରେଡିଓ ଆକ୍ସେସ ନେଟଓ୍ବର୍କ ରହିଛି ଯାହା ସମ୍ପୂର୍ଣ୍ଣ ରୂପେ କାମ କରୁଛି । ଆମ ପାଖରେ ଆଗାମୀ ବର୍ଷ ଏପ୍ରିଲ-ମେ ସୁଦ୍ଧା ଏକ ଲକ୍ଷ ସାଇଟର ଯୋଜନା ରହିଛି । ଗତକାଲି ସୁଦ୍ଧା ୩୮,୩୦୦ ସାଇଟ୍ ଆରମ୍ଭ କରିଦେଇଛୁ ।’ ସେ କହିଛନ୍ତି କି ଆମେ ନିଜ ୪ଜି ନେଟଓ୍ବର୍କ ଆରମ୍ଭ କରିବାକୁ ଯାଉଛୁ ଯାହା ଜୁନ୍ ୨୦୨୫ ସୁଦ୍ଧା ୫ଜିରେ ଚାଲିବ । ଏମିତି କରିଥିବା ଦେଶ ତାଲିକାରେ ଭାରତ ୬ ନମ୍ବରରେ ରହିବ ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories