www.samajalive.in
Monday, December 8, 2025
27.1 C
Bhubaneswar

ତାତିରୁ ନିସ୍ତାର ନାହିଁ; ରାଇକିଆରେ ମେ’ ମାସର ତାତି ଅନୁଭୁତ

ରାଇକିଆ: ଶୀତ ଦ୍ୱାରଦେଶରେ ଆସି ପହଞ୍ଚିଲାଣି, ମୌସୁମୀ ଫେରିଗଲାଣି । ଅଥଚ ରାଜ୍ୟ ସାରା ଏର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ଓଡିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡି, ରାଇକିଆ ଆଦି ଅଞ୍ଚଳରେ ମେ’ ମାସ ଭଳି ଖରା ଅନୁଭୂତ ହେଉଛି ।

ଅକ୍ଟୋବର ୨୨ରୁ ଏହି ରାଶି ହେବେ ଭାଗ୍ୟଶାଳୀ; ବୁଧ ଚମକାଇବେ ଭାଗ୍ୟ, ମିଳିବ ଧନ, ସଫଳତା..


ରାଇକିଆରେ ଅକ୍ଟୋବରରେ ମେ’ ମାସର ତାତି ଅନୁଭୁତ ହେଉଛି। ଅଞ୍ଚଳରୁ ମୋୖସୁମୀ ବର୍ଷା ବିଦାୟ ନେଇଛି ।ପୂର୍ବ ବର୍ଷ ମାନଙ୍କରେ ଏହି ସମୟରେ ହାଲକା ଶୀତ ଅନୁଭୂତ ହୋଇଥିଲା। ଚଳିତ ବର୍ଷ ଏହି ସମୟରେ ଶୀତ ଉଭେଇ ଯାଇଥିବା ବେଳେ ସକାଳୁ ସକାଳୁ ହାଲକା କୁହୁଡି ଦେଖିବାକୁ ମିଳୁଛି। ଦିନ ରାତିରେ ବିନା ପଙ୍ଖାରେ ରହିହେଉ ନାହିଁ । ଆକାଶ ସମ୍ପୂର୍ଣ୍ଣ ମେଘ ମୁକ୍ତ ରହିଛି। ଏହିଭଳି ପରିସ୍ଥିତି ଆଉ ଦୁଇ ଦିନ ରହିବ ଏବଂ ଆଗାମୀ ଦୁଇଦିନ ମଧ୍ୟରେ ମୋୖସୁମୀ ଫେରିଯିବା ପାଇଁ ପାଗ ଅନୁକୁଳ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲୋକେ ବିନା ଛତା ,ଟୋପି ନ ପିନ୍ଧି ଘରୁ ବାହାରିବା ମୁସ୍କିଲ ହେଉଛି।

ଭିଡିଓରେ ଦେଖନ୍ତୁ; ସେଓ ଖାଇ ଖାଇ ରାସ୍ତାରେ ଯାଉଥିଲେ ମହିଳା, ଉପରୁ ଖସିଲା ପାଣି ଟାଙ୍କି..

- Advertisement -

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories