www.samajalive.in
Sunday, December 7, 2025
23.1 C
Bhubaneswar

ମାଆଙ୍କ ଭସାଣି ପାଇଁ ରାସ୍ତା ଯାଞ୍ଚ କଲେ ଡିସିପି

କଟକ : କଟକ ଦଶହରା ଭସାଣି ନେଇ ଡିସିପି ଜଗମୋହନ ମୀନା ପୂର୍ବାଞ୍ଚଳରେ ଥିବା ମୁଖ୍ୟ ରାସ୍ତାକୁ ବୁଲି ଦେଖିଛନ୍ତି। ରାତି ପ୍ରାୟ ୧୦ଟା ବେଳେ ଡିସିପି ସମସ୍ତ ଜୋନ୍ ଏସିପି ଓ ପୂର୍ବାଞ୍ଚଳରେ ଥିବା ଥାନା ଅଧିକାରୀଙ୍କୁ ଡାକିଥିଲେ। ଏହା ପରେ ମଙ୍ଗଳାବାଗରୁ ଓଏମ୍‌ପି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାକୁ ଦେଖିଥିଲେ। ଭସାଣ ଯାତ୍ରା ସମୟରେ ଯେପରି କୌଣସି ପ୍ରକାର ସମସ୍ୟା ଦେଖା ନଯାଏ ତାହା ସୁନିଶ୍ଚିତ କରିବାକୁ ଡିସିପି ପୁଲିସ ଅଧିକାରୀଙ୍କୁ କହିଛନ୍ତି। ଶୁକ୍ରବାର ଡିସିପି ସହର ଭିତର ରାସ୍ତା ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories