www.samajalive.in
Monday, December 8, 2025
20.1 C
Bhubaneswar

ପୁରୀରେ ବାପା-ପୁଅ ଉପରେ ମରଣାନ୍ତକ ଆକ୍ରମଣ ପରେ ବୋମାମାଡ..

ପୁରୀ : ପୁରୀରେ ମଙ୍ଗଳବାର ବାପା-ପୁଅ ଉପରେ ମରଣାନ୍ତକ ଆକ୍ରମଣ ପରେ ଘର ଉପରକୁ ବୋମାମାଡ ହୋଇଛି । ବଳିଆପଣ୍ଡା ଥାନା ନାଲିପଡିଆ ଅଞ୍ଚଳରେ ଦୁର୍ବୃତ୍ତ ବୋମାମାଡ କରିଛନ୍ତି । ପୁଅକୁ ଗୋଡାଇ ଗୋଡାଇ ହାଣିବା ପରେ ଦୁର୍ବୃତ୍ତବୋମାମାଡ ମଧ୍ୟ କରିଛନ୍ତି । ବାପା, ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବଶତ୍ରୁତାରୁ ବୋମାମାଡ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ପରେ ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି ।

୩୦ ବର୍ଷ ପରେ ; ଏହି ରାଜଯୋଗ ପାଇଁ ୫ ରାଶିଙ୍କ ଉପରେ ହେବ ଧନବର୍ଷା, ଖୋଲିବ ଭାଗ୍ୟର ଦ୍ୱାର, ହେବେ ଭାଗ୍ୟଶାଳୀ..

- Advertisement -

 

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories