୩୦ ବର୍ଷ ପରେ ; ଏହି ରାଜଯୋଗ ପାଇଁ ୫ ରାଶିଙ୍କ ଉପରେ ହେବ ଧନବର୍ଷା, ଖୋଲିବ ଭାଗ୍ୟର ଦ୍ୱାର, ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଧିମା ଚଳନ କରୁଥିବା ଗ୍ରହ ଶନି ଗ୍ରହ ଏହି ସମୟରେ ମୂଳ ତ୍ରିକୋଣ ରାଶି କୁମ୍ଭରେ ବିରାଜମାନ ରହିଛନ୍ତି । ବର୍ଷ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ରାଶିରେ ବିରାଜମାନ ହୋଇ ରହିବେ । ଶନିଙ୍କୁ ଗୋଟିଏ ରାଶିରୁ ୨ୟ ରାଶିରେ ପ୍ରବେଶ କରିବାକୁ ୨.୫ ବର୍ଷ ସମୟ ଲାଗିଥାଏ । ତେଣୁ ପୁଣି ଗୋଟିଏ ରାଶିକୁ ଫେରିବାକୁ ଶନି ପ୍ରାୟ ୩୦ ବର୍ଷ ସମୟ ନେଇଥାଆନ୍ତି । ଶନି ଏହି ସମୟରେ … Continue reading ୩୦ ବର୍ଷ ପରେ ; ଏହି ରାଜଯୋଗ ପାଇଁ ୫ ରାଶିଙ୍କ ଉପରେ ହେବ ଧନବର୍ଷା, ଖୋଲିବ ଭାଗ୍ୟର ଦ୍ୱାର, ହେବେ ଭାଗ୍ୟଶାଳୀ..