www.samajalive.in
Monday, December 8, 2025
27.1 C
Bhubaneswar

ଚିଦମ୍ବରମ୍‌ଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ କଲା ସିବିଆଇର

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍‌ଙ୍କ ପତ୍ନୀ ନଳୀନି ଚିଦମ୍ବରମ୍‌ଙ୍କ ବିରୋଧରେ ସିବିଆଇ ଅଭିଯୋଗଫର୍ଦ ଦାଖଲ କରିଛି। ଶୁକ୍ରବାର ସିବିଆଇ ଅଧିକାରୀଙ୍କ କହିବା ଅନୁଯାୟୀ ଚିଟଫଣ୍ଡ ଦୁର୍ନୀତିରେ ଜଡିତ ସାରଦା କମ୍ପାନୀ ଠାରୁ ନଳୀନି ୧.୪କୋଟି ଟଙ୍କା ନେଇଥିବା ଅଭିଯୋଗ ଆଧାରରେ ଏହି ଅଭିଯୋଗଫର୍ଦ ଦାଖଲ କରାଯାଇଛି। ସିବିଆଇ ମୁଖପାତ୍ର ଅଭିଷେକ ଦୟାଲ କହିଛନ୍ତି ଯେ ନଳୀନି ସାରଦା ଗ୍ରୁପ ମାଲିକ ସୁଦୀପ୍ତ ସେନ ଓ ଅନ୍ୟ ଅଭିଯୁକ୍ତଙ୍କ ସହିତ ଫୌଜଦାରୀ ଷଡଯନ୍ତ୍ରରେ ଜଡିତ ଥିଲେ। ସାରଦା ଗ୍ରୁପର ଅର୍ଥକୁ ଲୁଟିବା ଓ ଅନୈତିକ ବାଟରେ ବିନିଯୋଗ କରିବା ଭଳି ଷଡଯନ୍ତ୍ରରେ ନଳୀନି ସାମିଲ ଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories