www.samajalive.in
Tuesday, December 9, 2025
17.1 C
Bhubaneswar

ଗୁରୁ କରିବେ ଓଲଟା ଚଳନ; ଏହି ରାଶିଙ୍କ ଭାଗ୍ୟ ଚମକାଇ କରିବେ ଧନ ବର୍ଷା..

ଦେବଗୁରୁ ବୃହସ୍ପତି ବର୍ଷକୁ ଥରେ ରାଶି ପରିବର୍ତ୍ତନ କରନ୍ତି । ଦୀପାବଳି ପୂର୍ବରୁ ଗୁରୁ ବକ୍ରି ହେବାକୁ ଯାଉଛନ୍ତି । ଗୁରୁଙ୍କ ଓଲଟା ଚଳନ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଦୀପାବଳି ପୂର୍ବରୁ ମା’ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତି ହେବା ସହ ଧନବାନ୍‌ କରିବେ।
ସୁଖ, ସୌଭାଗ୍ୟ, ଜ୍ଞାନ, ଯଶର ଦାତା ଗୁରୁ ଏହି ସମୟରେ ବୃଷ ରାଶିରେ ରହିଛନ୍ତି । ୯ ଅକ୍ଟୋବର ୨୦୨୪ରେ ଗୁରୁ ବକ୍ରି ହେବେ । ୫ ଫେବ୍ରୁଆରୀ ୨୦୨୫ ପର୍ଯ୍ୟନ୍ତ ଓଲଟା ଚଳନ କରିବେ । ଗୁରୁଙ୍କ ବକ୍ରି ଚଳନ ୫ ରାଶିଙ୍କୁ ଖୁବ୍‌ ଶୁଭଫଳ ପ୍ରଦାନ କରିବ ।
୩୧ ଅକ୍ଟୋବରରେ ଦୀପାବଳି ପୂର୍ବରୁ ଗୁରୁଙ୍କ ଓଲଟା ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନକୁ ହସଖୁସିରେ ଭରି ଦେବ । କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । ବଡ ସୁଯୋଗ ମିଳିବା ସହ ଆପଣଙ୍କ ନାମ, ଧନ ବୃଦ୍ଧି ହେବ । ଜାଣନ୍ତୁ..

ମିଥୁନ – ବକ୍ରି ଗୁରୁ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବେ । ସ୍ୱପ୍ନ ପୂରଣ ହେବ, ନୂତନ କାମ ଆରମ୍ଭ କରିବେ । ଆଶୀର୍ବାଦ ମିଳିବ ।

ବୁଦ୍ଧାଦିତ୍ୟ ରାଜଯୋଗ ; ଜାଣନ୍ତୁ ସେପ୍ଟେମ୍ବର ୨୮ ପୂର୍ବରୁ ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବିବାହ,ଧନଲାଭ..

- Advertisement -

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ । ଆୟରେ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ହେବ । ସଞ୍ଚୟ କରିବାରେ ସଫଳ ହେବେ ।

କନ୍ୟା – କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କର ବ୍ୟବସାୟରେ ଲାଭ ହେବ । ଅଟକି ଥିବା ଧନ ମିଳିବ । କମ୍‌ ପରିଶ୍ରମ କରି ବଡ ଫଳ ପାଇବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ ।

ଜିଓ /ଏୟାରଟେଲ୍‌ ; ଜାଣନ୍ତୁ ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ,ମାତ୍ର ୩୦ ଟଙ୍କା..

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଅନେକ ସମସ୍ୟା ଦୂର ହେବ । ହଠାତ୍‌ କର୍ମକ୍ଷେତ୍ରରେ ଲାଭ ହେବ । ବଡ ସଫଳତା ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ସନ୍ତାନ ସୁଖ ମିଳିବ ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଉନ୍ନତି ମାର୍ଗ ଖୋଲିବ । ମାନ-ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । କାମରେ ଉନ୍ନତି ହେବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories