ଜିଓ /ଏୟାରଟେଲ୍‌ ; ଜାଣନ୍ତୁ ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ,ମାତ୍ର ୩୦ ଟଙ୍କା..

ନୂଆଦିଲ୍ଲୀ : ନିକଟରେ ଭାରତରେ ଜିଓର ୮ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର୍‌ । ଏହାର ତୁଳନାରେ ଏୟାରଟେଲ ପକ୍ଷରୁ ପୂଜା ଅଫର୍‌ ପ୍ରଦାନ କରାଯାଉଛି । ଏହି ପୂଜା ଅଫର୍‌ ଅନୁଯାୟୀ, ଏୟାରଟେଲ୍‌ ୧୦୨୯ ଟଙ୍କାର ଏକ ନୂଆ ରିଚାର୍ଜ ପ୍ଲାନ୍‌ ଆଣିଛି । ଦାମ୍‌ ତୁଳନା କଲେ ମାତ୍ର ୩୦ ଟଙ୍କାର ପ୍ରାର୍ଥକ୍ୟ ରହିଛି । ସେହିଭଳି ଅନ୍ୟ ଦୁଇ ପ୍ଲାନରେ ୧୦୦ ଟଙ୍କାର ପ୍ରାର୍ଥକ୍ୟ ରହିଛି । ମାତ୍ର ଏ … Continue reading ଜିଓ /ଏୟାରଟେଲ୍‌ ; ଜାଣନ୍ତୁ ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ,ମାତ୍ର ୩୦ ଟଙ୍କା..