www.samajalive.in
Monday, December 8, 2025
17.1 C
Bhubaneswar

୪ ମାସରେ ଦୁଇଗୁଣା ହେଲା ପେଟିଏମ୍ ଅଂଶଧନ

ନୂଆଦିଲ୍ଲୀ : ପେଟିଏମର ସେୟାର ଦାମ୍ ପୁଣି ବଢିଛି । ୪ ମାସରୁ କମ୍ ସମୟରେ ଏହି ସେୟାର ଦୁଇଗୁଣା ହୋଇସାରିଛି । ଶୁକ୍ରବାର ଏହା ୧୩ ପ୍ରତିଶତ ବୃଦ୍ଧି ସହିତ ୬୨୨ ଟଙ୍କାରେ ପହଞ୍ଚିଯାଇଛି । ପ୍ରାୟ ୭ ମାସର ପରେ ସେୟାର ୬୦୦ ସ୍ତର ଅତିକ୍ରମ କରିଛି । କମ୍ପାନୀକୁ ପେଟିଏମ୍ ପେମେଣ୍ଟ ସର୍ଭିସ ପାଇଁ ଡାଉନଷ୍ଟ୍ରିମ ନିବେଶର ମଞ୍ଜୁରି ମିଳିଯାଇଛି । ଏହା କମ୍ପାନୀ ପାଇଁ ଏକ ଖୁସି ଖବର । କହିରଖୁଛୁ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମର ସେୟାର ଧରାଶାୟୀ ହୋଇଯାଇଥିଲା । ମେ ୯ ତାରିଖରେ ଷ୍ଟକ୍ ସର୍ବନିମ୍ନ ୩୧୦ରେ ପହଞ୍ଚିଥିଲା । ତେବେ ଶୁକ୍ରବାର ଏଥିରେ ୬୭ ଟଙ୍କା ବୃଦ୍ଧି ପାଇ ୬୨୨ ଟଙ୍କାରେ ପହଞ୍ଚିଛି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories