www.samajalive.in
Monday, December 8, 2025
17.1 C
Bhubaneswar

ବସ୍-ବାଇକ ଧକ୍କା, ୨ ମୃତ

ସମ୍ବଲପୁର : ବସ ସହ ବାଇକ୍ ଧକ୍କା ହେବାରୁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଉଛନ୍ତି କୁସନପୁରୀ ଗାଁର ସରୋଜ ନାୟକ ଓ ଡୁଙ୍ଗେରପାଲି ଗାଁର ସବିତା ନିଖଣ୍ଡିଆ। ପରମାଣପୁର ରାସ୍ତାର କୁକୁଡ଼ାପାଲିରେ ବସ୍ ଓ ବାଇକ ମଧ୍ୟ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ପୁଲିସ ବସକୁ ଜବତ କରିବା ସହ ବସ ଚାଳକଙ୍କୁ ପଚରାଉଚରା କରୁଛି ।

ବିକ୍ଷୋଭ ପ୍ରଦର୍ଶନ ଆଳରେ ହସ୍ପିଟାଲରେ ଭଙ୍ଗାରୁଜା: ଅନେକ ଡାକ୍ତର, ପୁଲିସକର୍ମୀ ଆହତ

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories