ବିକ୍ଷୋଭ ପ୍ରଦର୍ଶନ ଆଳରେ ହସ୍ପିଟାଲରେ ଭଙ୍ଗାରୁଜା: ଅନେକ ଡାକ୍ତର, ପୁଲିସକର୍ମୀ ଆହତ

କୋଲକାତା : କୋଲକାତାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । କୋଲକାତାରେ ମହିଳାମାନେ ରାସ୍ତାକୁ ଓହ୍ଲାଇଆସି ବିରୋଧ ପ୍ରଦର୍ଶନ କରୁଛନ୍ତି । ବୁଧବାର ରାତିରେ ‘ରିକ୍ଲେମ ଦ ନାଇଟ’ ନାଁରେ ବିରୋଧ ପ୍ରଦର୍ଶନରେ ମହିଳାମାନେ ମହମବତୀ ଶୋଭାଯାତ୍ରାରେ ବାହାରିଥିବା ସମୟରେ ଅଚାନକ ଅନେକ ସଂଖ୍ୟାରେ ଯୁବକ ଆସି ସେଠାରେ ତାଣ୍ଡବ କରିଥିଲେ । କୋଲକାତାର ସରକାରୀ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ … Continue reading ବିକ୍ଷୋଭ ପ୍ରଦର୍ଶନ ଆଳରେ ହସ୍ପିଟାଲରେ ଭଙ୍ଗାରୁଜା: ଅନେକ ଡାକ୍ତର, ପୁଲିସକର୍ମୀ ଆହତ