www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ମାଛ ଜାଲରୁ କେମିତି ଉଦ୍ଧାର ହେଲା ଅଜଗର..

ନୂଆଦିଲ୍ଲୀ : କର୍ଣ୍ଣାଟକର ଏକ ଗାଁରେ ବନ ବିଭାଗ ଅଧିକାରୀ ମାନେ ଏକ ୭ ଫୁଟ ଅଜଗରକୁ ମାଛ ଜାଲ ଭିତରୁ ଉଦ୍ଧାର କରିଛନ୍ତି । ସାପଟି ଏକ ନଦୀ କୂଳରେ ମାଛ ଜାଲ ଭିତରେ ଫସି ରହିଥିଲା । ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲା । ସାପକୁ ଉଦ୍ଧାର କରିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

ବର୍ଷେ ପରେ ସୂର୍ଯ୍ୟ କରିବେ ମହାଚଳନ: ସୁନା ଭଳି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ବଡ ସଫଳତା..

- Advertisement -

ସ୍ଥାନୀୟ ଲୋକେ ଅଜଗର ସାପକୁ ନଦୀ କୂଳରେ ଦେଖି ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ ।
ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କଇଁଚି ଓ ଅନ୍ୟ ଜିନିଷ ସହାୟତାରେ ଜାଲରୁ ଅଜଗର ଶରୀରକୁ ଅଲଗା କରିବାକୁ ସକ୍ଷମ ହୋଇଥିଲେ । ଯାହାଦ୍ୱାରା ସାପଟିର ଜୀବନ ବଞ୍ଚି ଯାଇଥିଲା । ଭିଡିଓରେ ଦେଖାଯାଉଛି, ସାପକୁ ଉଦ୍ଧାର କରାଯିବା ପରେ ସୁରକ୍ଷିତ ସ୍ଥାନକୁ ଛାଡି ଦିଆଯାଉଛି । ମାତ୍ର ସାପଟିର ପେଟ ଖୁବ୍‌ ଜୋରରେ ଫୁଲି ଥିବାରୁ କୌଣସି ବଡ ଜିନିଷ ଖାଇ ଦେଇଥିବା ସନ୍ଦେହ କରାଯାଉଛି ।
ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଭିଡିଓରେ ଦେଖନ୍ତୁ ; ବୁର୍ଜ ଖଲିଫାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories