ଭିଡିଓରେ ଦେଖନ୍ତୁ ; ବୁର୍ଜ ଖଲିଫାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ..

ନୂଆଦିଲ୍ଲୀ : ଇଣ୍ଟରନେଟ୍‌ ଦୁନିଆରେ କିଛି ଦିନ ହେବ ବୁର୍ଜ ଖଲିଫାର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଏହା ସଭିଁଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରୁଛି । ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି । ଭାଇରାଲ ହେଉଥିବା ଏହି ହୃଦୟସ୍ପର୍ଶୀ ଭିଡିଓ ଜରିଆରେ ବୁର୍ଜ ଖଲିଫା ଅଟ୍ଟାଳିକାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖି ମନମୁଗ୍ଧ ହେବା ସ୍ୱଭାବିକ । ସାରା ଦୁନିଆ ନଜରରେ ଏହି ଅଟ୍ଟାଳିକାର ନିଜର … Continue reading ଭିଡିଓରେ ଦେଖନ୍ତୁ ; ବୁର୍ଜ ଖଲିଫାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ..