କଳାପଥର (ବାଙ୍କୀ): ପ୍ରବଳ ବର୍ଷାରେ ବାଙ୍କୀ ଉପଖଣ୍ଡ ସମୁଦାୟ ଉବୁଟୁବୁ ହେଉଥିଲା ବେଳେ ମହାନଦୀର ଉଦବୃତ୍ତ ଜଳ ଏବେ ଦାଉ ସାଧିବା ଆରମ୍ଭ କରିଛି। ମହାନଦୀର ଶାଖା ନଦୀ ଦେଇ ବନ୍ୟାଜଳ ଶିମିଳିପୁର ଠାରୁ ତାଲବସ୍ତ ଗ୍ରାମ ପଂଚାୟ କୁ ଯାଇଥିବା ରାସ୍ତାରେ କଇଆ ନାଳ ଉପରେ ପ୍ରବାହିତ ହେଉଥିବା ଦେଖିାକୁ ମିଳିଛି। ଏହା ସହ ବାଙ୍କୀର ବିଲିପଡ଼ାରୁ ତାଳବସ୍ତ ରାସ୍ତାରେ ୨ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟା ଜଳ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଉକ୍ତ ରାସ୍ତା ଦେଇ ତାଲବସ୍ତ ଗ୍ରାମ ପଂଚାୟତ କୁ ଯୋଗାଯୋଗ ବିଚ୍ଛିର୍ଣ୍ଣ ହୋଇଛି।
Popular Categories



