www.samajalive.in
Monday, December 8, 2025
27.1 C
Bhubaneswar

ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ୍‌; ବର୍ଷଯାକ କରିବାକୁ ପଡିବନି ରିଚାର୍ଜ..

ନୂଆଦିଲ୍ଲୀ : ଏଣିକି ବର୍ଷଯାକ ରିଚାର୍ଜ କରିବାରୁ ମିଳିବ ମୁକ୍ତି । ଏୟାରଟେଲର ଏକ ଶସ୍ତା ପ୍ଲାନର ଏବେ ଖୁବ୍‌ ଚାହିଦା ବଢିଛି । ପ୍ରତ୍ୟେକ ମାସରେ କରାଯାଉଥିବା ରିଚାର୍ଜକୁ ନେଇ ଅନେକ ଲୋକେ ଚିନ୍ତିତ ରହି ଥାଆନ୍ତି । ତେବେ ଏପରି ଏକ ବାର୍ଷିକ ରିଚାର୍ଜ ପ୍ଲାନ୍‌ ବିଷୟରେ ଜାଣନ୍ତୁ, ଥରେ ରିଚାର୍ଜ କଲେ ଯାହା ବର୍ଷଯାକ ଚାଲୁଥିବା ସବୁଠାରୁ ଶସ୍ତା ପ୍ଲାନ୍‌ ।
ଏୟାରଟେଲର ଏହି ପ୍ଲାନରେ ଉପଭୋକ୍ତାଙ୍କୁ ଅସୀମିତ କଲ୍‌, ଡ଼ାଟା, ମେସେଜ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ । ଜାଣନ୍ତୁ..
ଏୟାରଟେଲର ଏହି ରିଚାର୍ଜ ପ୍ଲାନର ଦାମ୍‌ ୧୯୯୯ । ଏହି ପ୍ଲାନରେ ଉପଭୋକ୍ତାଙ୍କୁ ୩୬୫ ଦିନର ସମୟସୀମା ମିଳିବ । ଏୟାରଟେଲର ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗର ଲାଭ ମିଳିବ । ଏଥିରେ ଲୋକାଲ୍‌ ଓ ଏସଟିଡି କଲ ମଧ୍ୟ ସାମିଲ ରହିଛି ।

ଦେଖନ୍ତୁ ଭିଡିଓ ; ସେଲଫି ନେବା ବେଳେ ଖାଇକୁ ଖସିଲେ ଯୁବତୀ, ତା’ପରେ..


ଏୟାରଟେଲର ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତାଙ୍କୁ ୨୪ଜିବି ଡାଟା ମିଳିବ । ଯେଉଁମାନଙ୍କୁ ଅଧିକ ଡାଟାର ଆବଶ୍ୟକତା ନାହିଁ ବରଂ କଲିଙ୍ଗର ଆବଶ୍ୟକତା ରହିଛି, ସେମାନଙ୍କ ପାଇଁ ଏହି ପ୍ଲାନ ଅଧିକ ଲାଭଦାୟକ ।
ଏୟାରଟେଲର ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତାଙ୍କୁ ୧୦୦ ଏସଏମଏସ ପ୍ରତିଦିନ ମିଳିବ ।
Wynk Musicର ମଧ୍ୟ ମଜା ନେଇ ପାରିବେ । ଏହି ରିଚାର୍ଜ ପ୍ଲାନରେ ବ୍ୟବହାରକାରୀଙ୍କୁ ଏୟାରଟେଲର ୱେବସାଇଟ୍‌ ଓ ଆପରେ ସହଜରେ ମିଳିଯିବ ।
ଜିଓର ମଧ୍ୟ ଏଭଳି ରିଚାର୍ଜ ପ୍ଲାନ୍‌ ରହିଛି ମାତ୍ର କେବଳ ୩୩୬ ଦିନର ସମୟସୀମା ପର୍ଯ୍ୟନ୍ତ । ଏହି ରିଚାର୍ଜ ପ୍ଲାନର ଦାମ୍‌ ୧୮୯୯ ଟଙ୍କା । ଯାହା ଜିଓ ଓ ଜିଓ ପୋର୍ଟାଲରେ ମିଳି ପାରିବ ।

ଅଗଷ୍ଟରେ ହେବ ୩ଟି ରାଜଯୋଗ : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ସବୁକିଛି..

- Advertisement -

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories