www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ନୂଆଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ବୈଠକ..

ଫୋକସରେ ୨୦୪୭ ସୁଦ୍ଧା ବିକଶିତ ଭାରତ..

- Advertisement -

ଆହୁରି ୪ ଦିନ ପ୍ରବଳ ବର୍ଷା..

ରାଜ୍ୟରେ ଆସନ୍ତା ୩୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବା ପାଣିପାଗ ବିଭାଗର ପୂର୍ବାନୁମାନ..

ଉତ୍ତର ବଙ୍ଗୋପସାଗର ଏବଂ ପାଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି..

ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ସତର୍କତା..

ଶ୍ରାବଣ ଶନିବାର : ଏହି ଉପାୟରେ ଶନି ଦୋଷ ଠାରୁ ଆରମ୍ଭ କରି ଦୂର ହେବ ବିବାହ, ଧନ ଅଭାବ ସମସ୍ୟା..

ପଶ୍ଚିମ , ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା..

ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା: ୫ ହଜାରରୁ ଅଧିକ ଲୋକଙ୍କ ସ୍ଥାନାନ୍ତର, ଏବେବି ବିପଦ ସଙ୍କେତ ଉପରେ ପଞ୍ଚଗଙ୍ଗା ନଦୀ ଜଳସ୍ତର..

ବନ୍ୟା ଯୋଗୁଁ ୧୦ ରାଜ୍ୟ ରାଜପଥ ସହ ୫୪ଟି ରାସ୍ତାରେ ଯାତାୟାତ ଠପ୍..

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-ଟ୍ବେଣ୍ଟି ମୁକାବିଲା..

ଶ୍ରୀଲଙ୍କା ପଲ୍ଲେକେଲରେ ହେବେ ମୁହାଁମୁହିଁ, ୩ଟି ଟି-ଟ୍ବେଣ୍ଟି ସହ ଓ୍ବାନ୍ ଡେ ମ୍ୟାଚ୍ ଖେଳିବ ଭାରତ..

କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ..

ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଏକ୍ସରେ ଦେଲେ ସୂଚନା..

କହିଲେ ପ୍ରତ୍ୟେକ ଭୋଟ୍ ଜିତିବାକୁ କଠିନ ପରିଶ୍ରମ କରିବି..

ବସ୍‌ରୁ ୫୦ କିଲୋ ରୂପା ସହ ୫ ଲକ୍ଷ ଲୁଟ୍..

ବ୍ରହ୍ମପୁରରୁ କୋଲକାତା ବସ୍‌ରେ ଯାଉଥିବାବେଳେ ଗଞ୍ଜାମ ଭେଜିପୁଟ ନିକଟରେ ଲୁଟ୍ ଅଭିଯୋଗ..

ବସ୍ ସିଟ୍‌ ରେ ବ୍ୟାଗ୍ ରଖି ବ୍ୟବସାୟୀ ଚା ପିଇବାକୁ ଓହ୍ଲାଇଥିବା ବେଳେ ବ୍ୟାଗ୍ ନେଇ କାରରେ ଚମ୍ପଟ ମାରିଲେ ଦୁର୍ବୁତ୍ତ..

ପୁଲିସ୍‌ର ତନାଘନା..

ବାସୁଦେବପୁର ଅବକାରୀ ବିଭାଗକୁ ବଡ ସଫଳତା..

କମାର ଗାଁରେ ଚଢାଉ, ୮ କେଜି ଗଞ୍ଜେଇ, ସ୍କୁଟି ଜବତ, ଜଣେ ଗିରଫ..

ଜାମ୍ମୁ: ଜାମ୍ମୁ-କାଶ୍ମୀରର କୁପଓ୍ବାରା ଜିଲା ନିୟନ୍ତ୍ରଣ ସୀମାରେଖା ନିକଟରେ ଗୁଳିବିନିମୟ..

ଜଣେ ଯବାନ ସହିଦ, ୪ ଆହତ, ଯବାନଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କୀ..

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରେ ୟୁକ୍ରେନ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ହେବ ମୋଦୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ..

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହେଲା ବିଶ୍ୱ କ୍ରୀଡା ମହାକୁମ୍ଭ..

ଆଜିଠୁ ଆରମ୍ଭ ହେବ ଭାରତୀୟ ହକି ଟିମର ଅଭିଯାନ..

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories