ଶ୍ରାବଣ ଶନିବାର : ଏହି ଉପାୟରେ ଶନି ଦୋଷ ଠାରୁ ଆରମ୍ଭ କରି ଦୂର ହେବ ବିବାହ, ଧନ ଅଭାବ ସମସ୍ୟା..

ଶ୍ରାବଣ ଶନିବାରକୁ ଖୁବ୍‌ ଶୁଭ ବୋଲି କୁହାଯାଏ । ଏହି ବାରରେ ଶନି-ଶିବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସ୍ୱାସ୍ଥ୍ୟ, ସନ୍ତାନ ଓ ସଫଳତା ମିଳିଥାଏ । ଜାଣନ୍ତୁ ଶ୍ରାବଣ ଶନିବାରରେ କେଉଁ ଉପାୟ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇ ଶନି ଶାନ୍ତ ହୋଇ ଥାଆନ୍ତି.. ୨୭ ଜୁଲାଇ ଶ୍ରାବଣର ପ୍ରଥମ ଶନିବାରରେ ସୂର୍ଯ୍ୟାସ୍ତ ପରେ ଅଶ୍ୱତ୍ଥବୃକ୍ଷ ତଳେ ଦୀପ ଲଗାନ୍ତୁ । ମାନ୍ୟତା ଅନୁଯାୟୀ, ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ବ୍ୟବସାୟରେ … Continue reading ଶ୍ରାବଣ ଶନିବାର : ଏହି ଉପାୟରେ ଶନି ଦୋଷ ଠାରୁ ଆରମ୍ଭ କରି ଦୂର ହେବ ବିବାହ, ଧନ ଅଭାବ ସମସ୍ୟା..