ମା ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି

ରାୟଗଡା: ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଆରମ୍ଭ ହୋଇଛି । ତହସିଲଦାରଙ୍କ ଉପସ୍ଥିତିରେ ୪ମାସ ପରେ ଦାନ ବାକ୍ସ ଖୋଲାଯାଇ ଗଣତି ହେଉଛି । କଡା ସୁରକ୍ଷା ଭିତରେ ମନ୍ଦିରର ଦାନ ବାକ୍ସ ଗଣନା ଚାଲିଛି । ଟଙ୍କା, ସୁନା ଗଣତି କାର୍ଯ୍ୟରେ ପ୍ରାୟ ଦୁଇ ଶହ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ଗତ ଥର ଗଣତିରେ ପ୍ରାୟ ୯୦ଲକ୍ଷ ଟଙ୍କା ଦାନ ବାକ୍ସରୁ ମିଳିଥିଲା ।

Comments are closed.