www.samajalive.in
Sunday, December 7, 2025
13.1 C
Bhubaneswar

ଅଗଷ୍ଟ ମାସରେ ଗ୍ରହଙ୍କ ବଡ ଯୋଗ: ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ଧନ ଠାରୁ ଆରମ୍ଭ କରି ମିଳିବ ଚାକିରି..

ଅଗଷ୍ଟ ମାସ ୩ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର । ସିଂହ ରାଶିରେ ୪ ଗ୍ରହ ଏକାଠି ହେବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ଫଳ ପ୍ରଦାନ କରିବ । ଜାଣନ୍ତୁ..

ଅଗଷ୍ଟ ମାସରେ ଗ୍ରହଙ୍କ ରାଜକୁମାର ବୁଧ ଗ୍ରହ ଓ ଗ୍ରହଙ୍କ ରାଜା ସୂର୍ଯ୍ୟ ସିଂହ ରାଶିରେ ବିଚରଣ କରିବେ । ସୂର୍ଯ୍ୟ ଓ ବୁଧ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେବ ।

- Advertisement -

ଏହାସହ ଧନ ସୁଖସମୃଦ୍ଧି ପ୍ରଦାନ କରୁଥିବା ଶୁକ୍ର ଓ ଚନ୍ଦ୍ର ଗ୍ରହ ମଧ୍ୟ ସିଂହ ରାଶିରେ ରହିବେ । ଏଥିରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ, ଶୁକ୍ର ଓ ଚନ୍ଦ୍ରମାଙ୍କ ଚତୁଃଗ୍ରହୀ ଯୋଗ ହେବ । ଏହି ଯୋଗ ୩ ରାଶି ବ୍ୟକ୍ତି ବିଶେଷଙ୍କୁ ଧନ-ସମ୍ପତ୍ତି ଓ ସୁଖମୟ ଜୀବନ, ସଫଳତା ପ୍ରଦାନ କରିବ ।

ଶ୍ରାବଣ ମାସ: ରାଶି ଅନୁଯାୟୀ ଅର୍ପଣ କରନ୍ତୁ ବାସ୍‌ ଏହି ଜିନିଷ, ଚମକିବ ଭାଗ୍ୟ..

ସିଂହ – ଚତୁଃଗ୍ରହୀ ଯୋଗ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ୪ ଗ୍ରହ ଏକାଠି ହେବା ଦ୍ୱାରା ସମସ୍ତ କାମରେ ସଫଳତା ମିଳିବ। ଚାକିରିରେ ଉନ୍ନତି, ଦରମା ବୃଦ୍ଧିର ସୁଯୋଗ ମିଳିବ । ମନସ୍କାମନା ପୂରଣ ହେବ । ଅବିବାହିତ ଲୋକଙ୍କର ବିବାହ ସ୍ଥିର ହୋଇ ବିବାହ ହେବ।

ବିଛା – ଏହି ରାଶିଙ୍କର ଚାକିରି ଓ ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ଟଙ୍କା ରୋଜଗାର କରିବା ପାଇଁ ବଡ ସୁଯୋଗ ମିଳିବ । ସଞ୍ଚୟ ମଧ୍ୟ କରିବେ । ନୂତନ ଚାକିରି ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ ।

ଧନୁ – ଏହି ରାଶି ମଧ୍ୟ ଲାଭବାନ୍‌ ହେବେ । ପ୍ରତ୍ୟେକ ସମୟରେ ଭାଗ୍ୟର ସହଯୋଗ ମିଳିବ । ପଦନ୍ନୋତି ହୋଇପାରେ । ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ।

ଆଖିର ଏହି ସଙ୍କେତ ଜଣାଏ ମଧୁମେହର ଲକ୍ଷଣ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories