www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଚନ୍ଦ୍ରଯାନ-୩କୁ ମିଳିବ ବିଶ୍ୱ ମହାକାଶ ସମ୍ମାନ.. ଅକ୍ଟୋବର ୧୪ରେ ଇଟାଲୀରେ ପ୍ରଦାନ କରାଯିବ ପୁରସ୍କାର..

ମହିଳା ଏସିଆ କପ୍.. ୟୁଏଇକୁ ୭୮ ରନରେ ହରାଇ ସେମିରେ ଭାରତ..

- Advertisement -

ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ଡିଜିପି.. ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ..

ବାଂଲାଦେଶରେ ବିକ୍ଷୋଭକାରୀଙ୍କ ବଡ଼ ବିଜୟ.. ଅଧିକାଂଶ କୋଟା ଉଚ୍ଛେଦ କଲେ ସୁପ୍ରିମକୋର୍ଟ.. ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହକୁ ଫେରିବାକୁ ଦେଲେ ପରାମର୍ଶ..

ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି).. ବିଜ୍ଞପ୍ତି ଜାରି କଲା ଏଆଇସିସି.. ଏଆଇସିସି ସଭାପତିଙ୍କ ଅନୁମୋଦନକ୍ରମେ ସମସ୍ତ କାର୍ଯ୍ୟକାରୀ କମିଟି ଭଙ୍ଗ ହେଲା..

ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସର ବିଧାୟକ ଦଳ ନେତା.. ଅଶୋକ ଦାସ ହେଲେ ବିଧାୟକ ଦଳ ଉପନେତା.. ସିଏସ ରାଜନ ଏକ୍କା ହେଲେ ମୁଖ୍ୟ ସଚେତକ.. ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି..

ଭୁବନେଶ୍ଵର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ.. ତାଙ୍କ ନାଁରେ ନକଲି ହ୍ବାଟ୍ସଆପ ଆକାଉଣ୍ଟ ଖୋଲି ଜଣାଶୁଣା ଲୋକଙ୍କୁ ଟଙ୍କା ମଗାଯାଉଥିବା ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଦେଲେ ସୂଚନା..

ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ନ ଦେବାରୁ କ୍ଷୋଭ ପ୍ରକାଶ କଲେ ବିଧାୟକ ତାରା ପ୍ରସାଦ ବାହିନୀପତି.. କହିଲେ- ଏତେ ବଡ଼ ଦଳ, ନେତା ବଛା ହୋଇପାରୁ ନାହାନ୍ତି, କାହାକୁ କ’ଣ ଦାୟୀ କରିବି, ନିଜକୁ ଦାୟୀ କରିବି..

ସୁନ୍ଦରଗଡ କୋଇଡା ଥାନା ଅଞ୍ଚଳରେ ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର.. କୋଇଡା ପୁଲିସ୍ ଏବଂ ଫରେନସିକ୍ ଟିମର ତଦନ୍ତ ଜାରି..

ଭୁବନେଶ୍ଵର: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ.. ବିଧାନସଭା କାର୍ଯ୍ୟରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଲେ ବିରୋଧୀ.. ବୈଠକରେ ଯୋଗଦେଲାନି କଂଗ୍ରେସ..

ଉତ୍ତରାଖଣ୍ଡରେ ଭୁସ୍ଖଳନ ଯୋଗୁ ୩ ମୃତ.. ଚାରଧାମ ଯାତ୍ରାରେ ଯାଉଥିବାବେଳେ ଗୌରୀକୁଣ୍ଡ ନିକଟରେ ତୀର୍ଥଯାତ୍ରୀଙ୍କ ଉପରେ ପାହାଡ଼ରୁ ଧସିଲା ମାଟି..

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ପୋଡ଼ାଖୋଲ ଗାଁରେ ଅଘଟଣ.. ଅତ୍ୟଧିକ ଋଣ ଭାର ଯୋଗୁଁ ବିଷ ପିଇଲେ ମାଆ, ପୁଅ.. ମାଆ ମୃତ, ଗୁରୁତର ପୁଅ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି..

ପୂର୍ବପରି ଚାଲୁ ରହିବ ବିଜୁ କ୍ରୀଡ଼ା ପୁରସ୍କାର.. ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. ବରପୁତ୍ରମାନଙ୍କୁ ମୋ ସରକାର ସମ୍ମାନ ଦିଅନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ..

ଆସନ୍ତାକାଲି(ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ.. ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ବନ୍ଦ ରହିବ ଅଭିଯୋଗ ଶୁଣାଣି..

ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ ୩ ଜଣଙ୍କୁ ଗିରଫ କଲା ସିବିଆଇ.. ଅଭିଯୁକ୍ତଙ୍କ ମଧ୍ୟରେ ୨ ଡାକ୍ତରୀ ଛାତ୍ର ସାମିଲ..

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ.. ଗୃହରେ କେଉଁ ସବୁ ପ୍ରସଙ୍ଗ ଉଠିବ ସେ ନେଇ ଆଲୋଚନା.. ୨୩ରେ ଆଗତ ହେବ ବଜେଟ..

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories