www.samajalive.in
Monday, December 8, 2025
13.1 C
Bhubaneswar

ଯୁକ୍ତ ୨ ନାମଲେଖା: ପ୍ରକାଶ ପାଇଲା ମେଧା ତାଲିକା ଓ କଟ୍‌ଅଫ ମାର୍କ

ଭୁବନେଶ୍ଵର: ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ଏବଂ କଟ୍‌ଅଫ ମାର୍କ ପ୍ରକାଶ ପାଇଛି। କଟ୍ ଅଫ୍ ମାର୍କରେ ଶୀର୍ଷରେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। ରେଭେନ୍ସାରେ ବିଜ୍ଞାନରେ ନାମଲେଖା ପାଇଁ ୯୧.୫ ପ୍ରତିଶତ କଟଅଫ୍ ମାର୍କ ଧାର୍ଯ୍ୟ କରାଯାଇଥିବାବେଳେ ବାଣିଜ୍ୟରେ ୭୭ % ଏବଂ କଳାରେ କଟଅଫ୍ ମାର୍କ ୭୫.୧୭ % ରହିଛି। ସେହିପରି ବିଜେବି କଲେଜରେ ବିଜ୍ଞାନ କଟଅଫ ମାର୍କ ୮୭% ରହିଥିବାବେଳେ ବାଣିଜ୍ୟ ୭୦% ଏବଂ କଳା ୭୨.୩୩% ରହିଛି।

ଅନ୍ୟପଟେ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ଯୁକ୍ତ ୨ରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ନାମ ଲେଖା ପାଇଁ ମୋଟ ୪ ଲ୪ ୭୬ ହଜାର ୯୩ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ମେଧା ତାଲିକାରେ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ ସ୍ଥାନ ପାଇଛି। ୪୯ ହଜାର ୬୨୧ ଛାତ୍ରଛାତ୍ରୀଙ୍କୁ ବାଦ ଦିଆଯାଇଥିବା ସୂଚନା ମିଳିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories