www.samajalive.in
Thursday, December 11, 2025
23.1 C
Bhubaneswar

ନୂଆ ରୟାଲ ଏନ୍‍ଫିଲ୍ଡ ଗରିଲା ୪୫୦ର ଶୁଭାରମ୍ଭ

ଭୁବନେଶ୍ୱର : ରୟାଲ ଏନ୍‍ଫିଲ୍ଡ ପକ୍ଷରୁ ଏହାର ପ୍ରିମିୟମ ମଡର୍ଣ୍ଣ ରୋଡ୍‍ଷ୍ଟର- ରୟାଲ ଏନ୍‍ଫିଲ୍ଡ ଗରିଲା ୪୫୦ର ଶୁଭାରମ୍ଭ କରାଯାଇଛି। ଗରିଲା ଶୃଙ୍ଖଳାରେ ଆନାଲଗ୍‍, ଡ୍ୟାଶ ଓ ଫ୍ଲାଶ୍‍ ଭଳି ୩ ଭାରିଆଣ୍ଟ ୫ଟି ରଙ୍ଗରେ ଉପଲବ୍ଧ ହେବ। ଭାରତ, ୟୁକେ ଓ ୟୁରୋପୀୟ ଦେଶଗୁଡ଼ିକରେ ଏହାର ବୁକିଂ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୨୦୨୪ରୁ ଗ୍ରାହକଙ୍କୁ ହସ୍ତାନ୍ତର ଆରମ୍ଭ ହେବ। କମ୍ପାନୀ ପକ୍ଷରୁ ଗରିଲା ୪୫୦ ପାଇଁ ବର୍ଡରଲେସ ୱାରେଣ୍ଟୀ  ଶୁଭାରମ୍ଭ କରାଯାଇଥିବା ସିଇଓ ବି. ଗୋବିନ୍ଦରାଜନ କହିଛନ୍ତି। ୭୦ରୁ ଅଧିକ ଦେଶରେ କମ୍ପାନୀର ୩୦୦୦ରୁ ଅଧିକ ସର୍ଭିସ ସେଣ୍ଟର ରହିଛି। ଗରିଲାକୁ ସହରାଞ୍ଚଳ ଚାଳନା ସମେତ ଅସମତଳ ସଡକରେ ଚଳାଇବା ପାଇଁ ପ୍ରସ୍ତୁତ କରାଯାଇଛି।

ଶୁକ୍ରବାର ରାଶିଫଳ: ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି, ଏହି ରାଶିର ଲୋକେ ରୁହନ୍ତୁ ସତର୍କ

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories