www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ତଦାରଖ କମିଟିର ଜରୁରୀ ବୈଠକ..

ଗୁରୁବାର ୧୮ ତାରିଖ ସକାଳ ୯ଟା ୫୧ ମିନିଟରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତରେ ଭିତର ଭଣ୍ଡାର ତାଲା ଖୋଲାଯିବ – ଜଷ୍ଟିସ୍‍ ରଥ..

- Advertisement -

ସିଂହଦ୍ୱାର ଆଗରେ ୩ ରଥ; ଶ୍ରୀନଅର ସାମ୍ନାରେ ଲକ୍ଷ୍ମୀ-ନୃସିଂହ ଭେଟ ସମ୍ପନ୍ନ , ବୁଧବାର ଶ୍ରୀଜୀଉଙ୍କ ସୁନାବେଶ..

ବାରିପଦାରେ ଆଜି ହେବ ବାହୁଡା ଯାତ୍ରା : ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି..

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସମ୍ପର୍କରେ ପୁଣି ତଦାରଖ କମିଟିର ବୈଠକ..

କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ, ମୁଖ୍ୟପ୍ରଶାସକ, ଜିଲ୍ଲାପାଳ ଉପସ୍ଥିତ, ପୁର୍ନବାର କେବେ ଖୋଲାଯିବ ଭଣ୍ଡାର , ସେ ନେଇ ଆଲୋଚନା..

ଜାମ୍ମୁ କାଶ୍ମୀର ଡୋଡାରେ ଆତଙ୍କୀ ଆକ୍ରମଣ..

୪ଜଣ ଯବାନ ସହିଦ ସୂଚନା, ସୁରକ୍ଷାକର୍ମୀଙ୍କ ପାଲଟା ଜବାବ..

ଆତଙ୍କବାଦୀ ଥିବା ସୂଚନା ପାଇ ଆଲର୍ଟରେ ସେନା, ନାକାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜୋରଦାର..

ଜୁଲାଇରେ ଏହି ୫ ରାଶିଙ୍କ ଭାଗ୍ୟ ବଦଳାଇବେ ସୂର୍ଯ୍ୟ: ଧନ ଠାରୁ ଆରମ୍ଭ କରି ଚାକିରି ସବୁଥିରେ ମିଳିବ ସଫଳତା..

ବର୍ଷାରେ ଭିଜିବ ଓଡିଶା: ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା..

ଆଗାମୀ ୪ ଦିନ ଯାଏଁ ବର୍ଷା ସତର୍କତା , ୧୯ ବେଳକୁ ଆସୁଛି ଆଉ ଏକ ଲଘୁଚାପ..

ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା..

ଆସନ୍ତା ୧୯ ଓ ୨୦ରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା..

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା..

ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରେ ୨ ସରକାରୀ ଅଧିକାରୀ ଚଢିବା ଘଟଣା..

ଏତଲା ପରେ ଫଟୋ ଓ ଭିଡିଓ ଫୁଟେଜ୍‌ ସିଂହଦ୍ୱାର ଥାନାକୁ ହସ୍ତାନ୍ତର..

ପାରାଦ୍ୱୀପ: ଚାରେ ନିଶା ଦେଇ ବସ୍‍ କର୍ମଚାରୀଙ୍କୁ ଅଚେତ କଲେ ଦୁର୍ବୃତ୍ତ..

ବସ୍‍ ଟିକେଟ ବୁକିଂ ବାହାନାରେ ଆସି କର୍ମଚାରୀଙ୍କୁ ନିଶା ଦେଲେ..

ଚା ପିଇ ବସର ଦୁଇ କର୍ମଚାରୀ ଅଚେତ, ମେଡିକାଲରେ ଭର୍ତ୍ତି..

କଟକ: ଯୋବ୍ରା ମହାନଦୀରେ ଜଣେ ନିଖୋଜ..

ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ ନିଖୋଜ, ଅଗ୍ନିଶମ ବାହିନୀର ଖୋଜାଖୋଜି ଆରମ୍ଭ..

ରାଜଭବନ ସମ୍ମୁଖରେ କଂଗ୍ରେସର ଧାରଣା..

ଯୁବ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କ ନାରାବାଜି..

ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଗିରଫ ଦାବିରେ ଧାରଣା..

ଏତଲା ପରେ ବି ପୁଲିସ ଚୁପ୍‍ କାହିଁକି କଲେ ପ୍ରଶ୍ନ..

ଦେଖନ୍ତୁ ଭିଡିଓ; ବ୍ୟାଗ୍‌ କିଣୁଥିଲେ ଯୁବତୀ, ପଶି ଆସିଲେ ୨ ଷଣ୍ଢ, ଆଉ ତା’ପରେ..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories