ସମାଜ ଡିଜିଟାଲ ଡେସ୍କ: ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ରତ୍ନଭଣ୍ଡାର ବାହାରେ ପ୍ରାୟ ୧୦ ମିନିଟ ଧରି ସେ ଅସୁସ୍ଥ ହୋଇପଡ଼ିଥିଲେ। ଟିମ୍ରେ ଥିବା ଡା. ସି.ବି.କେ. ମହାନ୍ତି ତାଙ୍କୁ ଚିକିତ୍ସା କରୁଥିବା ଜଣାପଡ଼ିଛି। ତେବେ କ’ଣ ପାଇଁ ସେ ଅସୁସ୍ଥ ହୋଇପଡ଼ିଲେ ସେ ନେଇ କୌଣସି ସୂଚନା ମିଳିନାହିଁ।
Popular Categories



