www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ବହୁମତ ସାବ୍ୟସ୍ତ କରିବେ ହେମନ୍ତ ସୋରେନ

ଝାଡଖଣ୍ଡ: ବିଧାନସଭାରେ ବହୁମତର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆଜି ସକାଳ ୧୧ଟାରେ ବହୁମତର ପ୍ରମାଣ ଉପସ୍ଥାପନ କରିବେ । ଗୃହରେ ବହୁମତ ସାବ୍ୟସ୍ତ ପରେ ହେମନ୍ତ ସୋରେନ କ୍ୟାବିନେଟ ମନ୍ତ୍ରୀମାନେ ରାଜଭବନରେ ଅପରାହ୍ନ ୩ଟା ୩୦ ମିନିଟରେ ଶପଥ ଗ୍ରହଣ କରିପାରନ୍ତି । ତେବେ କେଉଁମାନେ ମନ୍ତ୍ରୀ ହେବେ ସେନେଇ ଶାସକ ଦଳରେ କଳ୍ପନାଜଳ୍ପନା ଲାଗି ରହିଛି । ଏଥର କ୍ୟାବିନେଟରେ କିଛି ପରିବର୍ତ୍ତନ କରିପାରନ୍ତି ହେମନ୍ତ । ୬-୪-୧ ଫର୍ମୁଲାରେ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି । ଅର୍ଥାତ ହେମନ୍ତଙ୍କ କ୍ୟାବିନେଟରେ ୬ଟି ଜେଏମଏମ ବିଧାୟକ ଓ ୪କଂଗ୍ରେସ ବିଧାୟକ ଏବଂ ୧ଆରଜେଡି ବିଧାୟକଙ୍କୁ ସାମିଲ କରାଯାଇପାରେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories