www.samajalive.in
Monday, December 8, 2025
24.1 C
Bhubaneswar

ହିରୋ ଜୁମ୍ ଆଣିଲା କମ୍ବାଟ୍ ଏଡିଶନ, ରହିଛି ନୂଆ ଫିଚର୍ସ

ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ନିଜ ଲୋକପ୍ରିୟ ସ୍କୁଟର ଜୁମର ଏକ ନୂଆ ଭେରିଏଣ୍ଟ କମ୍ବାଣ୍ଟ ଏଡିଶନର ଭାରତରେ ବଜାର ପ୍ରବେଶ କରାଇଛି । ନୂଆ ସ୍କୁଟର ଏହାର ଟପ୍ ଭେରିଏଣ୍ଟ ଉପରେ ଆଧାରିତ ଏବଂ ଏହାର ଡିଜାଇନ ଫାଇଟର ଜେଟରୁ ଅନୁପ୍ରାଣିତ । ଏଥିରେ ରେଗୁଲାର ମଡେଲ ତୁଳନାରେ ସ୍ପୋର୍ଟି ଡିଜାଇନ ଏଲିମେଣ୍ଟ୍ସ ଦିଆଯାଇଛି ।

ହିରୋ ଜୁମ୍ କମ୍ବାଣ୍ଟ ଏଡିଶନକୁ ନୂଆ ମ୍ୟାଟ୍ ଗ୍ରେ କଲରରେ ଆଣିଛି କମ୍ପାନୀ । ସ୍କୁଟରର ଅନ୍ୟ ଭେରିଏଣ୍ଟର ୫ ରଙ୍ଗ ବିକଳ୍ପ ମିଳୁଛି । ଏହି ସ୍କୁଟର ହୋଣ୍ଡା ଡିଓ ଓ ଆକ୍ଟିଭା ସହିତ ମୁକାବିଲା କରିବ । କମ୍ପାନୀ ଏହାର ଦାମ୍ ୮୦,୯୬୭ ଟଙ୍କା(ଏକ୍ସ-ଶୋରୁମ୍) ରଖିଛି । କମ୍ପାନୀର କହିବାନୁସାରେ ଜୁମ୍ ୧୧୦ ସିସି ସେଗମେଣ୍ଟର ପ୍ରଥମ ସ୍କୁଟର ଯେଉଁଥିରେ କର୍ଣ୍ଣରିଂ ଲାଇଟ୍ ଦିଆଯାଇଛି । ଏହା ସହିତ ଟପ୍ ଭେରିଏଣ୍ଟ ଜେଡଏକ୍ସରେ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ମଧ୍ୟ ମିଳିବ ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories