www.samajalive.in
Tuesday, December 9, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମଣ୍ଡି ଆସନରୁ ଜିତିଲେ କଙ୍ଗନା ରାଣାଓ୍ବତ୍‌..

ଆନ୍ଧ୍ରପ୍ରଦେଶରେ ଟିଡିପିର ବିପୁଳ ବିଜୟ..

- Advertisement -

ବାରବାଟୀ-କଟକରେ ନିଜ ଗଡ ବଞ୍ଚାଇ ରଖିଲା କଂଗ୍ରେସ.. ୨୦୨୪ ବାଜିରେ ବିଜୟୀ ହେଲେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍..

ବିଜେଡିର ଟାଣୁଆ ନେତା ବିକ୍ରମ ଆରୁଖ ଓ ଅଶୋକ ପଣ୍ଡା ପରାସ୍ତ..

ବାରାଣାସୀରୁ ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ.. ଜିତିଲେ ଲକ୍ଷ୍ମଣ ବାଗ..

ରାଉରକେଲାରେ ହାରିଲେ ଦିଲ୍ଲୀପ ରାୟ.. ଜିତିଲେ ସାରଦା ନାୟକ..

ୱାୟନାଡ, ରାଏବରେଲିରୁ ରାହୁଲ ଗାନ୍ଧୀଙ୍କ ବିପୁଳ ବିଜୟ..

ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ.. ହାରିଲେ ବର୍ଷା ପ୍ରିୟଦର୍ଶିନୀ.. ଜିତିଲେ ଅମର ନାୟକ..

ଭୁବନେଶ୍ବର ମଧ୍ୟ ଆସନ ହାତେଇଲେ ଅନନ୍ତ ନାରାୟଣ ଜେନା..

ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହାରିଗଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ.. ଜିତିଲେ ବଦ୍ରି ନାରାୟଣ ପାତ୍ର..

ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ସମସ୍ତ ୧୯ ରାଉଣ୍ଡ ଗଣତି ଶେଷ.. ଉଭୟ ଆସନରେ ବିଜେପିର ବାଜିମାତ୍‌.. ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ ୧୩୨୨ ଭୋଟ୍‌ରେ ବିଜୟୀ.. ବ୍ରଜରାଜନଗରରେ ସୁରେଶ ପୁଜାରୀ ୨୬ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ..

୫ ଜୁନ ମହାପ୍ରଭୁଙ୍କ ବନକଲାଗି ନୀତି.. ସର୍ବସାଧାରଣ ଦର୍ଶନ ବନ୍ଦ..

ଓଡ଼ିଶାରେ ଜିତୁଛି ବିଜେପି.. ୮୦ ସିଟରେ ଆଗୁଆ..

ଲୋକସଭା ଫଳାଫଳ.. ଏନଡିଏ ୫୮ରେ ବିଜୟୀ, ୧୮୩ରେ ଆଗୁଆ.. ଇଣ୍ଡି ମେଣ୍ଟ ୨୨ରେ ବିଜୟୀ, ୭୮ରେ ଆଗୁଆ..

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories