www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ; ନୂଆ ଫ୍ୟାସନ୍ , ଲଣ୍ଡନ ରାସ୍ତାରେ ଲୁଙ୍ଗି ପିନ୍ଧା ଯୁବତୀ..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ କେତେବେଳେ କେଉଁ ଘଟଣା ଭାଇରାଲ ହେବ ତାହା କହିବା ମୁସ୍କିଲ୍। ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହୋଇଥାଏ, ଯାହା ଖୁବ ମନୋରଞ୍ଜନ କରିଥାଏ। ଏକ ନୂଆ ଫ୍ୟାସନ୍ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି।
ଭିଡିଓରେ ଦେଖାଯାଉଛି, ଜଣେ ଯୁବତୀ ଲଣ୍ଡନର ରାସ୍ତାରେ ଲୁଙ୍ଗି ପିନ୍ଧି ବୁଲୁଥିବା ନଜର ଆସିଛନ୍ତି। ଏହି ପୋଷାକ ଭାରତୀୟ ହେବା ସହ ବିଶେଷ କରି ପୁରୁଷ ମାନେ ପରିଧାନ କରି ଥାଆନ୍ତି। ଯୁବତୀ ଜଣକ ଲୁଙ୍ଗି ପିନ୍ଧି ଲଣ୍ଡନ ରାସ୍ତାରେ, ଦୋକାନରେ ବୁଲି ଜିନିଷ କିଣୁଥିବା ଦେଖାଯାଉଛି।


ତାଙ୍କର ଏହି ପରିଧାନ ସଭିଁଙ୍କ ଧ୍ୟାନକୁ ତାଙ୍କ ଆଡକୁ ଆକର୍ଷିତ କରୁଛି। ଭିଡିଓ ଆରମ୍ଭରେ ଯୁବତୀ ଜଣକ ଭିନ୍ନ ଶୈଳୀରେ ଏହାକୁ ପିନ୍ଧିଥିବା ଦେଖାଯାଇଛି। ଲୁଙ୍ଗି ପିନ୍ଧିବା ପରେ ଭିନ୍ନ ଲୁକ୍ ପାଇଁ ସନଗ୍ଲାସ ମଧ୍ୟ ଯୁବତୀ ପିନ୍ଧୁଛନ୍ତି। ଲୋକେ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି।

୯ ମାସ ପର୍ଯ୍ୟନ୍ତ କେଉଁ ରାଶିରେ ଶନିଙ୍କ ରହିବ କି ପ୍ରଭାବ..

- Advertisement -

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories