www.samajalive.in
Monday, December 8, 2025
27.1 C
Bhubaneswar

ଭୁଲରେ ଏହି ସମୟରେ ଟଙ୍କା ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ: ନଚେତ୍..

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଟଙ୍କା ନେଣଦେଣ ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। କିଛି ଲୋକେ ବାସ୍ତୁର ଏହି ନିୟମକୁ ଅଣଦେଖା କରି ଥାଆନ୍ତି। ଯାହା ଫଳରେ ଲାଭ ବଦଳରେ କ୍ଷତି ସହିବାକୁ ପଡିଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ ଭୁଲରେ ମଧ୍ୟ ସୂର୍ଯୋସ୍ତ ପରେ ଟଙ୍କା ଦିଅନ୍ତୁ ନାହିଁ।
ବାସ୍ତୁ ଅନୁଯାୟୀ, ସନ୍ଧ୍ୟା ସମୟରେ କଦାପି କାହାରିକୁ ଟଙ୍କା କରଜ ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ।

ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..

- Advertisement -

ସନ୍ଧ୍ୟା ସମୟରେ ଟଙ୍କା ନେଣଦେଣ କରିବା ଦ୍ୱାରା ପକେଟରେ କଦାପି ଟଙ୍କା ରହିବ ନାହିଁ।
ସୂର୍ଯୋସ୍ତ ପରେ ଟଙ୍କା ଦେବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହେବା ଦ୍ୱାରା ଟଙ୍କା ଅଭାବ ହେବା ସହ ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହୋଇଥାଏ।
ଟଙ୍କା ସମସ୍ୟା ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ।
କେବଳ ସକାଳ ସମୟରେ ,ସୂର୍ଯୋସ୍ତ ପୂର୍ବରୁ ଟଙ୍କା ନେଣଦେଣ କରନ୍ତୁ।

ଦେଖନ୍ତୁ ଭିଡିଓ.. କେଦାରନାଥରେ ଟଳିଲା ବଡ ଅଘଟଣ ; ପାଇଲଟ୍ ବଞ୍ଚାଇଲେ ତୀର୍ଥଯାତ୍ରୀଙ୍କ ଜୀବନ

 

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories