ଦେଖନ୍ତୁ ଭିଡିଓ.. କେଦାରନାଥରେ ଟଳିଲା ବଡ ଅଘଟଣ ; ପାଇଲଟ୍ ବଞ୍ଚାଇଲେ ତୀର୍ଥଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ : କେଦାରନାଥରେ ଏକ ବଡ ଧରଣର ଅଘଟଣ ଟଳି ଯାଇଛି। ହେଲିକପ୍ଟର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଅନେକ ତୀର୍ଥ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ହେଲିକପ୍ଟରରେ ପାଇଲଟଙ୍କ ସହ ୬ ଜଣ ଯାତ୍ରୀ ଥିଲେ। ହେଲିକପ୍ଟରରେ କେଦାରନାଥ ଧାମ ଆଡକୁ ଯାଉଥିଲା। ମାତ୍ର ହଠାତ୍ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଆସିଥିଲା। ଫଳରେ ହେଲିକପ୍ଟରକୁ ଜରୁରୀ ଅବତରଣ କରାଗଲା। ପାଇଲଟ ଶୁକ୍ରବାର ସକାଳେ ୭ଟା ୦୫ଟାରେ ଜରୁରୀ ଅବତରଣ କରିଥିଲେ। ଜରୁରୀ ଅବତରଣର ଭିଡିଓ … Continue reading ଦେଖନ୍ତୁ ଭିଡିଓ.. କେଦାରନାଥରେ ଟଳିଲା ବଡ ଅଘଟଣ ; ପାଇଲଟ୍ ବଞ୍ଚାଇଲେ ତୀର୍ଥଯାତ୍ରୀଙ୍କ ଜୀବନ