www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସନ୍ତା ୨୦ ତାରିଖ ସୋମବାର ପୁରୀ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସୂଚନା.. ୨୦ ତାରିଖ ସକାଳ ୭ଟାରେ ପୁରୀରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ.. ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ.. ଏହାପରେ ପୁରୀରେ ରୋଡ ଶୋ’ କରିବେ, ଲୋକଙ୍କୁ ଭେଟିବେ..

ଭୁବନେଶ୍ଵରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ୍‌ ଶୋ ଆରମ୍ଭ..

- Advertisement -

ବଦ୍ରିନାଥ ଓ କେଦାରନାଥ ମନ୍ଦିରକୁ ମୋବାଇଲ ମନା..

ଫୁଲବାଣୀରେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ୍‌ଗେ..

ବିଜେଡିରେ ମିଶିଲେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସାମ୍ପାଦିକା ରୀତାଞ୍ଜଳି ପ୍ରଧାନ..

ନିଜ ପାଇଁ ସୁରକ୍ଷା ଲୋଡ଼ିଲେ ପ୍ରଦୀପ ପାଣିଗ୍ରାହୀ..  ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. କହିଲେ ମୁଁ ନିଜକୁ ଅସୁରକ୍ଷିତ ମଣୁଛି, ମୋତେ ସୁରକ୍ଷା ଦିଅନ୍ତୁ..

ବରଗଡ଼ ଜିଲ୍ଲା ପଦ୍ମପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କହିଲେ ଜେପି ନଡ୍ଡା କହିଛନ୍ତି.. ଓଡ଼ିଶାରେ ଭୋଟ ଜଣକୁ ଦିଆଯାଉଛି, କିନ୍ତୁ ସରକାର ଅନ୍ୟ କିଏ ଚଳାଉଛନ୍ତି..

ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ..

ଖଲ୍ଲିକୋଟ ଶ୍ରୀକୃଷ୍ଣଚରଣପୁର ଗାଁରେ ରାଜନୈତିକ ହିଂସାକାଣ୍ଡ ଘଟଣା.. ଖଲ୍ଲିକୋଟ ଥାନା ଆଗରେ ଧାରଣା ଦେଇଥିଲେ ଗ୍ରାମବାସୀ.. ଥାନା ଆଗରେ ବହୁ ଗାଡି ଭାଙ୍ଗିଲେ ପୁଲିସ କର୍ମଚାରୀ.. ଥାନାଠୁ ୨୦୦ ମିଟର ଭିତରେ ୧୪୪ ଧାରା ଲାଗୁୁ..

ମଧ୍ୟପ୍ରଦେଶ ଇନ୍ଦୋର ଅହମ୍ମଦାବାଦ ଏନଏଚ୍ ଘାଟବିଲୋଡ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା.. କାର୍ ଦୁର୍ଘଟଣାରେ ୮ ମୃତ, ଜଣେ ଗୁରୁତର..

ଯାଜପୁରରେ ଭୟଙ୍କର ଦୁର୍ଘଟଣା.. ବସ- ଟ୍ରକ୍ ମୁହାଁମୁହିଁ ଧକ୍କା, ୧୧ରୁ ଅଧିକ ଆହତ..

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ ଭାରତୀୟ ଫୁଟବଲ ଆଇକନ୍ ତଥା ଅଧିନାୟକ ସୁନୀଲ ଛେତ୍ରି..

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories