ଆଇପିଏଲ୍ର ୨୦ତମ ମ୍ୟାଚ୍.. ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମେ ବୋଲିଂ ନିଷ୍ପତ୍ତି..
କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ଅଘଟଣ.. ଜେଜେବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସି ନଦୀରେ ବୁଡ଼ି ନାତି ମୃତ..
ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା..
ମନ୍ଦିରରୁ ଚୋରି କରୁଥିବା ୭ ଜଣିଆ ଗ୍ୟାଙ୍ଗକୁ ଧରିଲା ବାଲେଶ୍ୱର ପୁଲିସ..
କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆପ୍ର ସାମୂହିକ ଅନଶନ..
ମହାଖଳାକୁ ଉଠିଲା ରୁକୁଣା ରଥ ଚକ ଓ ଅଖ..
କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ ଜଣ କଏଦୀ ଫେରାର..
ବିଜୁଳି ଘଡଘଡି ସହ ବର୍ଷା ନେଇ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ..
ବିଜେପି ଛାଡି ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର
ଆଜିଠୁ ତାତିରେ ଲାଗିବ ବ୍ରେକ୍.. କାଳବୈଶାଖୀ ବର୍ଷା ଆଣିବ ସାମାନ୍ୟ ଆଶ୍ବସ୍ତି..
କଟକ ମହାନଗର ନିଗମ ରାଜେନ୍ଦ୍ରନଗର ଅଞ୍ଚଳରେ ଜଣ୍ଡିସ ଆତଙ୍କ.. ୮ ଶିଶୁଙ୍କ ସମେତ ୭୦ରୁ ଅଧିକ ବୟସ୍କ ବ୍ୟକ୍ତି ଆକ୍ରାନ୍ତ.. ଦୂଷିତ ପାଣି ଯୋଗୁଁ କାମଳ ବ୍ୟାପୁଥିବା ଆଶଙ୍କା..



