www.samajalive.in
Tuesday, December 9, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେଲେ ବରିଷ୍ଠ ନେତ୍ରୀ ସୋନଲି ସାହୁ..

୨୦ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ.. କର୍ଣ୍ଣାଟକ ବିଜୟପୁରାର ଲାଚୟାଲ ଗାଁରେ ବୁଧବାର ଅପରାହ୍ନରେ ଶିଶୁଟି ଖେଳୁଥିବା ବେଳେ ଏକ ଖୋଲା ବୋରଓ୍ବେଲ ଭିତରେ ଖସି ପଡିଥିଲା..

- Advertisement -

ନିର୍ବାଚନରେ ହାରିବ ଋଷି ସୁନକଙ୍କ ଦଳ : ସର୍ଭେ..

ପାରାଦୀପ ଉପକୁଳରେ ବ୍ଲାକରୋଜ ଜାହାଜ ବୁଡ଼ି ମାମଲା.. ହାଇକୋର୍ଟରେ ହାଜର ହେଲା ଜାହାଜ ଚଳାଚଳ ମନ୍ତ୍ରାଳୟ.. ଆସନ୍ତା ୧୫ ତାରିଖକୁ ମାମଲାର ଶୁଣାଣି ଘୁଞ୍ଚିଲା..

ନୀଳଗିରି: ହତ୍ୟା ପରେ ମୁଣ୍ଡଗଣ୍ଡି ଅଲଗା କରି ଫିିଙ୍ଗିଦେଲେ.. ପଞ୍ଚଲିଙ୍ଗେଶ୍ବର ପାହାଡ଼ ଉପରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର.. ଶରୀରଠାରୁ ୫୦ ମିଟର ଦୂରରେ ମୁଣ୍ଡ ଉଦ୍ଧାର କଲା ପୁଲିସ.. କିଛି ଦିନ ତଳୁ ଯୁବକ ନିଖୋଜ ଥିଲେ, ହତ୍ୟାର କାରଣ ଅସ୍ପଷ୍ଟ..

ବିଜେପିରେ ମିଶିଲେ କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ଗୌରବ ବଲ୍ଲଭ..

ବିଜେପିରେ ଯୋଗ ଦେଲେ ଦୁଇ ବରିଷ୍ଠ ଡାକ୍ତର.. ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଓ ଡାକ୍ତର ପ୍ରତାପ ପାଣି ବିଜେପିରେ ସାମିଲ ହୋଇଛନ୍ତି..

କଂଗ୍ରେସ ଦଳରୁ ବାପି ସରଖେଲଙ୍କ ଇସ୍ତଫା.. ବିଜେଡିରେ ସାମିଲ ହେବା ସମ୍ଭାବନା.. କିଛିଦିନ ତଳେ ପତ୍ନୀ ମୋନିଦୀପା ବିଜେଡିରେ ସାମିଲ ହୋଇଛନ୍ତି..

୩ ଦିନ ହେବ ପ୍ରବଳ ଖରା,ବର୍ଷିବ ନିଆଁ, ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି..

ମଥୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ହେମା ମାଳିନୀ..

କେନ୍ଦୁଝରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.. ଗାଁ ରାସ୍ତାରେ ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍.. ଯୁବକଙ୍କ ମୃତ୍ୟୁ ପରେ ଟ୍ରକ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ..

ପିପିଲିରେ ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ସୁନା ବ୍ୟାଗ୍ ଲୁଟିଲେ ଦୁର୍ବୁତ୍ତ..

ପ୍ରଚଣ୍ଡ ତାତିରେ ସିଝିବ ସାରା ଓଡିଶା.. ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି , ସତର୍କ ରହିବାକୁ ପରାମର୍ଶ..

କୋରାପୁଟ ପାଡର ଘାଟିରେ ଦୁର୍ଘଟଣା, ୨ମୃତ.. ୬୦ଫୁଟ ତଳକୁ ଖସିଲା ବୋଲେରୋ.. ୨୮ ଆହତ ମେଡିକାଲରେ ଭର୍ତ୍ତି..

ପୁଣି ମୁକୁଳା ଡ୍ରେନ ନେଲା ଜୀବନ.. କଟକ ମହିମା ନଗରରେ ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ..

 

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories