www.samajalive.in
Monday, December 8, 2025
17.1 C
Bhubaneswar

ଆଇସକ୍ରିମ ଖାଇବା ପରେ ଏସବୁ ଖାଉଛନ୍ତି କି? ସାବଧାନ..

ଆଇସକ୍ରିମ ଖାଇବା ସଭିଁଙ୍କୁ ପସନ୍ଦ। ଅନେକ ସମୟରେ ଏପରି ଦେଖାଯାଏ, କିଛି ଲୋକେ ଆଇସକ୍ରିମ ଖାଇବା ପରେ ପାଣି ପିଇ ଥାଆନ୍ତି। ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଆଇସକ୍ରିମ ଖାଇବା ପରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।

- Advertisement -

ଖରାଦିନ ଆସିବା ମାତ୍ରେ ଲୋକେ ଥଣ୍ଡା ଜିନିଷ ଖାଇବା ଆରମ୍ଭ କରିଥାଆନ୍ତି। ତାହା ଥଣ୍ଡା ଜାତୀୟ ପାନୀୟ ହେଉ କିମ୍ବା ଖାଦ୍ୟ। ବିଶେଷ କରି ଲୋକେ ଖରାଦିନେ ବିଭିନ୍ନ ମୃଦ୍ୟୁପାନୀୟ, ଫଳ ରସ, ଲସି, ଶ୍ରୀଖଣ୍ଡ, ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାଆନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଆଇସକ୍ରିମ ଖାଇବା ପରେ ଏପରି କେତେକ ଜିନିଷ ରହିଛି,ଯାହାର ସେବନ କରିବା ଉଚିତ୍‌‌ ନୁହେଁ।
ଆଇସକ୍ରିମ ଖାଇବା ପରେ ଥଣ୍ଡା ପାଣି କିମ୍ବା ସାଧାରଣ ପାଣି ପିଅନ୍ତୁ ନାହିଁ। ଏହାଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାଷ୍ଟ୍ରିକ, ଏସିଡିଟି ଆଦି ସମସ୍ୟା ହୋଇଥାଏ।

ସେହିପରି ଆଇସକ୍ରିମ ଖାଇବା ପରେ କୌଣସି ଗରମ ପଦାର୍ଥ କିମ୍ବା ଉଷୁମ ପଦାର୍ଥ ମଧ୍ୟ ଖାଆନ୍ତୁ ନାହିଁ। ଯେପରି ଚା’,କଫି, ସୁପ୍‌‌, ଗ୍ରୀନ୍‌‌ ଟି।

ଆଇସକ୍ରିମ ଖାଇବା ପରେ କମଳା, ଲେମ୍ବୁ ପାଣି, ଅଙ୍ଗୁର ଆଦି ଫଳ ଖାଆନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଆଇସକ୍ରିମ ଖାଇବା ପରେ ମଟନ, ବଟର, ଘିଅ ଜାତୀୟ ଜିନିଷ, ବିରିୟାନୀ, ଜଙ୍କ୍‌‌ ଫୁଡ୍‌‌ ଆଦି ଖାଇବା ଉଚିତ ନୁହେଁ।

ଆବଶ୍ୟକତା ଠାରୁ ଅଧିକ ଆଇସକ୍ରିମର ସେବନ କରନ୍ତୁ ନାହିଁ। ଆଇସକ୍ରିମ ଖାଇବା ପରେ ୪୦ ମିନିଟ୍‌‌ ପର୍ଯ୍ୟନ୍ତ ଅନ୍ୟ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories