www.samajalive.in
Monday, December 8, 2025
27.1 C
Bhubaneswar

ଆଜି ରାଜ୍ୟବ୍ୟାପୀ ସମସ୍ତ ବାର୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ବର: ଆଜି ରାଜ୍ୟବ୍ୟାପୀ ସମସ୍ତ ବାର୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ। ୱାନ୍ ବାର୍ ୱାନ୍ ଭୋଟ୍ ପଦ୍ଧତିରେ ରାଜ୍ୟର ସମୁଦାୟ ୧୫୫ ଟି ବାର୍ ଆସୋସିଏସନ ମଧ୍ୟରୁ ଭୁବନ ଏବଂ କେନ୍ଦ୍ରାପଡା ବାର୍ ଆସୋସିଏସନ୍ କୁ ବାଦ ଦେଇ ଅନ୍ୟ ସମସ୍ତ ୧୫୩ଟି ବାରର ଏକାସଙ୍ଗରେ ନିର୍ବାଚନ ଅନୁଷ୍ଠିତ ହେବ । କେନ୍ଦ୍ରାପଡା ବାର୍ ଆସୋସିଏସନର ରବିବାର ନିର୍ବାଚନ ହେବାକୁ ଥିବାବେଳେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦୃଷ୍ଟିରୁ ଭୁବନ ବାର ଆସୋସିଏସନର ନିର୍ବାଚନ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଛି। ତେବେ ହାଇକୋର୍ଟ ବାର ପାଇଁ ମଧ୍ୟ ଏକାସଙ୍ଗରେ ଏହି ନିର୍ବାଚନ ହେଉଛି। ରାଜ୍ୟର ପ୍ରାୟ ୪୦ ହଜାର ଆଇନଜୀବୀ ନିଜର ମତଦାନ କରି କର୍ମକର୍ତ୍ତା ନିର୍ବାଚିତ କରିବେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories