www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତ-ଜାପାନ ସଂସ୍କୃତି ସମ୍ପର୍କିତ ଦୁଇଟି ପୁସ୍ତକ ଉନ୍ମୋଚିତ

ଡେସ୍କ: ଭାରତ ଓ ଜାପାନ ମଧ୍ୟରେ ଗଭୀର ସାଂସ୍କୃତିକ ସମ୍ପର୍କ ଉପରେ ଦୁଇଟି ପୁସ୍ତକ, ସିଦ୍ଧମ କ୍ୟାଲିଗ୍ରାଫି ଅଫ ସଂସ୍କୃତ ହେରୋନିମସ ଏବଂ ସଂସ୍କୃତ ମାନୁସ୍କ୍ରିପଟସ ଫ୍ରମ ଜାପାନର ଆଜି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଦି ଆର୍ଟସରେ ଉନ୍ମୋଚିତ ହୋଇଛି। ଅନୁଷ୍ଠାନର ସଦସ୍ୟ ସଚିବ ସଚ୍ଚିଦାନନ୍ଦ ଯୋଶୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜାପାନ ପରାମର୍ଶଦାତା ଅଶୋକ ଚାୱଲା ଏବଂ ଜାପାନ ଦୂତାବାସର ପ୍ରଥମ ସଚିବ ତାକାଶୀ କୋୟାବାସି ମିଳିତ ଭାବେ ଏହି ପୁସ୍ତକଗୁଡ଼ିକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଶ୍ରୀ ସଚ୍ଚିଦାନନ୍ଦ ଯୋଶୀ କହିଥିଲେ ଯେ ଭାରତ ଓ ଜାପାନ ମଧ୍ୟରେ ଗଭୀର ସାଂସ୍କୃତିକ ସମ୍ପର୍କ ବିଷୟରେ ଜାଣିବାର ଏହି ଦୁଇଟି ସାହିତ୍ୟକୃତି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିବ। ବୌଦ୍ଧ ଧର୍ମ ମାଧ୍ୟମରେ ଦୁଇ ଦେଶର ପରସ୍ପର ମଧ୍ୟରେ ସମ୍ପର୍କ ଥିବାରୁ ଏହି ପୁସ୍ତକ ଗୁଡ଼ିକ ସେମାନଙ୍କ ସମ୍ପର୍କକୁ ପୁନଃସଂକଳ୍ପିତ କରିବ ବୋଲି ଶ୍ରୀ କୋବାୟାସି କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories