www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଓସ୍କାର ଆୱାର୍ଡରେ ଫିଲ୍ମ ‘ଓପେନହାଇମର’ର ବାଜିମାତ୍‌‌..

ଶ୍ରେଷ୍ଠ ଫିଲ୍ମ, ଅଭିନେତା ଓ ନିର୍ଦ୍ଦେଶକ ସମେତ ବିଭିନ୍ନ ବର୍ଗରେ ପୁରସ୍କୃତ..

- Advertisement -

ସିଲିଆନ୍‌‌ ମଫିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର..

‘ପୋର୍‌‌ ଥିଙ୍କ୍‌‌ସ୍‌‌’ ଫିଲ୍ମର ଏମା ଷ୍ଟୋନ୍‌‌ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର..

ବ୍ରିଟେନର ‘ଜୋନ୍‌‌ ଅଫ୍‌‌ ଇଣ୍ଟରେଷ୍ଟ’ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ..

ମାଫିଆଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ..

ଶିମିଳିପାଳ ଅଭୟାରଣ୍ୟରେ ଜବତ ହେଲା ୧୮ କୋଟିରୁ ଉଦ୍ଧ୍ୱର୍ ଅଫିମ..

ଫୁଲବାଣୀ : ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ..

ଭବାନୀପାଟଣା :ଗାଁ ଦାଣ୍ଡରୁ ବୃଦ୍ଧଙ୍କ ମୃତଦେହ ଠାବ..

ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ବୈଠକ ଦେୟ..

ଦେୟ ୫୦୦ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ବ୍ଲକସ୍ତରୀୟ ସଭାପତି, ସମ୍ପାଦକଙ୍କୁ ୪୫୦୦ ଏବଂ ସଦସ୍ୟା ୨୫୦୦ଟଙ୍କା ପାଇବେ..

ପଞ୍ଚାୟତସ୍ତରୀୟ ସଭାପତି, ସମ୍ପାଦକଙ୍କୁ ୨୫୦୦ ଏବଂ ସଦସ୍ୟାଙ୍କୁ ୧୫୦୦ ଲେଖାଏଁ ଟଙ୍କା ମିଳିବ..

ଏହି ବର୍ଦ୍ଧିତ ଦେୟ ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ..

୧ଲକ୍ଷ ୨୬ହଜାର ୧୦ଜଣ କର୍ମକର୍ତ୍ତା ଉପକୃତ ହେବେ..

ଇଲେକ୍ଟୋରାଲ୍‌‌ ବଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ..

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories