www.samajalive.in
Tuesday, December 9, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଇପିଏଲ-୨୦୨୪ରୁ ବାଦ ପଡ଼ିଲେ ଫାଷ୍ଟ ବୋଲର ମହମ୍ମଦ ସାମି..

କାଲିଠୁ ଚାଲିବ ନାଟମଣ୍ଡପ ମରାମତି କାମ.. ଆଜି ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର..

- Advertisement -

କଟକର ବାରବାଟୀରେ ହୋଇପାରେ ଆଇପିଏଲ ମ୍ୟାଚ୍..

ଏକାଠି ଲଢିବେ ଆପ୍‍-କଂଗ୍ରେସ.. ତୁଟିଲା ସିଟ୍‍ ଭାଗବଣ୍ଟା..

ଗଞ୍ଜାମ ବୁଗୁଡାରେ ଭୁଲ ଟିକାକରଣ ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ.. ମେଡିକାଲରେ ଉତ୍ତେଜନା..

ରାଜଗାଙ୍ଗପୁରରେ ଦିନ ୧୦ଟାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରୀ ମାରି ଦୁଇ ଲକ୍ଷ ଲୁଟ୍‌‌..

ରାଜଧାନୀରେ ପୁଳା ପୁଳା ଗଞ୍ଜେଇ, ଭାଙ୍ଗ ଜବତ, ୪ ଗିରଫ..

ମାଘରେ ମୁଣ୍ଡଫଟା ଖରା.. ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ମାର୍ଗଦର୍ଶିକା .. କହିଲେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ରୁହ..

ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ.. ସଜେଇ ହୋଇଛି ଢେଙ୍କାନାଳ ଯୋରନ୍ଦା ମହିମା ଗାଦି ପୀଠ..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସପ୍ତମ ସମନ ଜାରି..

ଭେନଜୁଏଲାରେ ଭୁଶୁଡିଲା ବେଆଇନ୍ ସୁନା ଖାଦାନ.. ୧୪ ମୃତ, ୧୧ ଗୁରୁତର..

ମଦ୍ୟପ ଡ୍ରାଇଭର ହେବେ ସାବାଡ୍.. ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଚେକିଂ ଜୋର୍‌ଦାର୍‌..

ହଠାତ୍ ସିକ୍କିମରେ ହେଲା ପ୍ରବଳ ତୁଷାରପାତ.. ଶତାଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories