www.samajalive.in
Tuesday, December 9, 2025
16.1 C
Bhubaneswar

ବୌଦ୍ଧ ମହାନଦୀ ଆଳତୀ ଘାଟରେ ମହାନଦୀ ମହୋତ୍ସବ

ବୌଦ୍ଧ: ଗତ ବର୍ଷ ମାଘ ସପ୍ତମୀରେ ଶ୍ରୀଚନ୍ଦ୍ରଚୂଡ଼ ମନ୍ଦିର ନିକଟରେ ମହାନଦୀ ଆଳତୀ ଶୁଭାରମ୍ଭ ହୋଇଥିଲା। ଆଜି ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣ ମୁହୂର୍ତ୍ତରେ ମହାନଦୀ ଆଳତୀ ଘାଟରେ ମହାନଦୀ ସ୍ନାନ, ସ୍ୱତନ୍ତ୍ର ଯୋଗ ଶିବିର, ସୂର୍ଯ୍ୟ ଉଦୟ ଆଳତୀ ପରେ ବୃହତ ସୂର୍ଯ୍ୟ ପୂଜା ହୋଇଥିଲା। ଅପରାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ସଂକୀର୍ତ୍ତନ ମଣ୍ଡଳୀ ମାଧ୍ୟମରେ ଜ୍ୟୋତିଯାତ୍ରା ନଗର ପରିକ୍ରମା କରି ଆଳତୀ ଘାଟରେ ପହଂଚିଥିଲା। ଶତାଧିକ ପୂଜକ, ପୁରୁଷ ଓ ମହିଳା ଭକ୍ତମାନଙ୍କ ଦ୍ୱାରା ସହସ୍ର ମା ମହାନଦୀ ଦିବ୍ୟ ଆଳତୀ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଆବାହକ ଦେବାଶିଷ ପୁରୋହିତ ଅଧ୍ୟକ୍ଷତା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories