www.samajalive.in
Monday, December 8, 2025
17.1 C
Bhubaneswar

‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ’ ସହ ଯୋଡି ହେଲା ‘ଜୟ ଅନୁସନ୍ଧାନ’

ନୂଆଦିଲ୍ଲୀ: ଅନ୍ତରୀଣ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ସରକାରଙ୍କ ମନ୍ତ୍ର ‘ସବକା ସାଥ୍‍ ସବକା ବିକାଶ’ ଉପରେ ଗୁରୁତ୍ୱ ଗୁରୁତ୍ୱ ଦିଆଯାଇଛି । ବଜେଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାରାକୁ ବିସ୍ତାର କରାଯାଇଛି। ‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ସହିତ ଜୟ ଅନୁସନ୍ଧାନ ଯୋଡି ହୋଇଛି। ଏହି ନୂଆ ଟେକନିକରେ ଦେଶର କାରବାର ସରଳ ହୋଇଛି।

ଉଦ୍ୟୋଗୀ କ୍ଷେତ୍ରରେ ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ସ୍ୱର୍ଣ୍ଣିମ ସମୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉଦ୍ୟୋଗୀଙ୍କ ବିକାଶ ପାଇଁ ବିନା ଋଣରେ ଏକ ଲକ୍ଷ କୋଟି ପ୍ରଦାନ କରିଯିବ। ଏହା ଦୀର୍ଘକାଳୀନ ମିଆଦି ରହିବ। ଯାହା ଦ୍ୱାରା ଘରୋଇ ଉଦ୍ୟୋଗୀ କ୍ଷେତ୍ର ଉପକୃତ ହେବେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories