‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ’ ସହ ଯୋଡି ହେଲା ‘ଜୟ ଅନୁସନ୍ଧାନ’
ନୂଆଦିଲ୍ଲୀ: ଅନ୍ତରୀଣ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ସରକାରଙ୍କ ମନ୍ତ୍ର ‘ସବକା ସାଥ୍ ସବକା ବିକାଶ’ ଉପରେ ଗୁରୁତ୍ୱ ଗୁରୁତ୍ୱ ଦିଆଯାଇଛି । ବଜେଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାରାକୁ ବିସ୍ତାର କରାଯାଇଛି। ‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ସହିତ ଜୟ ଅନୁସନ୍ଧାନ ଯୋଡି ହୋଇଛି। ଏହି ନୂଆ ଟେକନିକରେ ଦେଶର କାରବାର ସରଳ ହୋଇଛି।
ଉଦ୍ୟୋଗୀ କ୍ଷେତ୍ରରେ ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ସ୍ୱର୍ଣ୍ଣିମ ସମୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉଦ୍ୟୋଗୀଙ୍କ ବିକାଶ ପାଇଁ ବିନା ଋଣରେ ଏକ ଲକ୍ଷ କୋଟି ପ୍ରଦାନ କରିଯିବ। ଏହା ଦୀର୍ଘକାଳୀନ ମିଆଦି ରହିବ। ଯାହା ଦ୍ୱାରା ଘରୋଇ ଉଦ୍ୟୋଗୀ କ୍ଷେତ୍ର ଉପକୃତ ହେବେ।
Comments are closed.