www.samajalive.in
Monday, December 8, 2025
27.1 C
Bhubaneswar

ଚୋର ଧରିବ ଗୁଗଲ ମ୍ୟାପ୍

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଚୋରୀ , ରାହାଜାନୀ ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ଯାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରିଛି । ଯାହାକୁ ଦୃଷ୍ଟି ରଖି କମିଶନରେଟ୍ ପୁଲିସ ଏକ ଅଭିନବ ଉପାୟ ଅବଲମ୍ବନ କରିବାକୁ ଯୋଜନା କରିଛି।

ବର୍ତ୍ତମାନ ଟେକ୍ନୋଲୋଜି ସହୟତାରେ ଚୋର ଧରିବାକୁ ନକ୍ସା ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ଚୋରର ଲୋକେସନକୁ ଟ୍ରାକ କରିବ ଗୁଗଲ ମ୍ୟାଚ୍। ଯାହା କମିଶନରେଟ୍ ପୁଲିସକୁ ଲୁଟେରା ଧରିବାରେ ସହାୟକ ହେବ । ଏଥିଲାଗି ପୁଲିସ ବିଭିନ୍ନ ଟେଲିକମ କମ୍ପାନୀର ସହାୟତା ନେବ । କେବଳ ଲୁଟେରା ନୁହଁନ୍ତି ,  ଜେଲ ଫେରନ୍ତାଙ୍କ ଉପରେ ବି ପୁଲିସ ପୁରା ନଜର ରଖିଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories