www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ- ନୂଆ ହିଟ୍‌ ଆଣ୍ଡ ରନ୍‌ ଆଇନର ବିରୋଧ..

ଏବେ ଟ୍ରକ ଏବଂ ବସ୍‌ କାହକୁ ଧକ୍କା ଦେଇ ଫେରାର ହେଲେ ଚାଳକଙ୍କୁ ୧୦ ବର୍ଷ ଜେଲ୍‌ ଏବଂ ୭ ଲକ୍ଷ ଟଙ୍କା ଜୋରିମାନା..

- Advertisement -

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ୬ ଜଣଙ୍କର ମୃତ୍ୟୁ..

ଦକ୍ଷିଣ କୋରିଆରେ ବିରୋଧିଦଳ ନେତାଙ୍କୁ ଛୁରୀରେ ହତ୍ୟା ଉଦ୍ୟମ..

ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି..

ପଞ୍ଜାବରେ ଡିଏସ୍‌ପିଙ୍କୁ ହତ୍ୟା, ମୁଣ୍ଡକୁ ଆଘାତ ଦେଇ ହତ୍ୟା କରାଯାଇଥିବା ସନ୍ଦେହ..

ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି..

ଅପରାହ୍ନ ଘ.୪.୦୦ ଟିକା ଠାରୁ ରାତ୍ର ଘ. ୮.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

ନିଶ୍ଚିନ୍ତକୋଇଲି କଟରପଡା ଛକ ନିକଟରେ ବସ୍‌‌-ଟ୍ରକ ମୁହାଁମୁହିଁ ଧକ୍କା..

ମୃତ୍ୟୁ ସଂଖ୍ୟା ୩ , ୪୦ ଯାତ୍ରୀ ଆହତ..

ରାଉରକେଲା : ରାଉରକେଲାରେ ପହଞ୍ଚିଲେ ୫ ଜଣିଆ କେନ୍ଦ୍ରୀୟ ଟିମ୍‌‌..

ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ଆର୍‌‌ଜିଏଚ୍‌‌ରେ ୩ ଜଣିଆ ଟିମ୍‌‌..

ଗତକାଲି ୨ ଜଣିଆ କେନ୍ଦ୍ରୀୟ ଟିମ୍‌‌ ପହଞ୍ଚି ଅନୁଧ୍ୟାନ କରିଥିଲେ..

ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ..

ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ବୃଦ୍ଧି..

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା..

ହାଇକୋର୍ଟ ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ କହିଲେ କେନ୍ଦ୍ରମନ୍ତ୍ରୀ..

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories