ବଡ଼ଦିନ ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି.. ସବୁ ଚର୍ଚ୍ଚ ଆଗରେ ମୁତୟନ ହେବେ ପୁଲିସ..
ଜାନୁଆରୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସୁନ୍ଦରଗଡ଼ ଆସିବେ.. ରବିବାର ସୁନ୍ଦରଗଡ଼ ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି..
ଡବ୍ଲ୍ୟୁଏଫଆଇ ପାଇଁ ଗଠନ ହେବ ନୂଆ ଆଡହକ୍ କମିଟି..
ନିଲାମ ହେବ ଦାଉଦ ଇବ୍ରାହିମର ବଙ୍ଗଳା ଓ ଆମ୍ବ ବଗିଚା..
ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଭଦ୍ରା ପଞ୍ଚାୟତରେ ପିଡିଏସ୍ ଚାଉଳ ଦୁର୍ନୀତି ମାମଲାରେ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁ ସଇଁତଳା ଥାନାରେ ଅଟକ..
ଦେବଗଡ଼ରେ କୁନି ଝିଅ ପିହୁ ଅପହରଣ ମାମଲାର ପର୍ଦ୍ଦାଫାସ.. ୪ ଅଭିଯୁକ୍ତ ଗିରଫ.. ସମସ୍ତ ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର..
ବାଲିଗୁଡ଼ା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ.. ୨ ଏସ୍ଓଜି ଯବାନ ଗୁରୁତର ଆହତ..
ରାଜ୍ୟରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ.. ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି..
ମହିଳା ଟେଷ୍ଟ କ୍ରିକେଟରେ ଇତିହାସ ରଚିଲା ଭାରତ.. ୮ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ.. ପ୍ରଥମ ଥର ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଜିତିଲା ଭାରତ..
ବାଲେଶ୍ୱର ସୋର ଖନ୍ତାପଡ଼ା ଭଗତପୁର ଗାଁ ରାସ୍ତାରେ ବିଲ ମଧ୍ୟକୁ ଓଲଟିଲା ରାସାୟନିକ ଗ୍ୟାସ ହାଇଡ୍ରୋ କ୍ଲୋରାଇଡ୍ ଏସିଡ୍ ବୋଝେଇ ଟ୍ୟାଙ୍କର..
୧୦ ଡିଗ୍ରୀ ତଳେ ୮ ସହର.. କୋରାପୁଟ ସବୁଠୁ ଥଣ୍ଡା..
ରବିବାରଠାରୁ କମିବ ଶୀତର ପ୍ରଭାବ.. ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ନେଇ ପାଣିପାଗ ବିଭାଗର ସୂଚନା..
ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରାଳୟ.. ସଙ୍ଘର ନବନିର୍ବାଚିତ କାର୍ଯ୍ୟକାରିଣୀର ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସମେତ ସମସ୍ତ ସଦସ୍ୟଙ୍କ ମାନ୍ୟତା ରଦ୍ଦ.. ସାକ୍ଷୀ ମଲ୍ଲିକଙ୍କ ବିରୋଧ ପରେ କ୍ରୀଡା ମନ୍ତ୍ରାଳୟର ପଦକ୍ଷେପ.. ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସମସ୍ତ ନିଷ୍ପତ୍ତି ଅମାନ୍ୟ ଘୋଷିତ..
ଶ୍ରୀମନ୍ଦିର ପ୍ରବେଶ ନେଇ ବ୍ଲଗର କାମିୟା ଜାନିଙ୍କ ସ୍ପଷ୍ଟୀକରଣ.. କହିଲେ ମୁଁ ବିଫ୍ ଖାଏନି କି ପ୍ରୋତ୍ସାହିତ କରେନି..
ଜମ୍ମୁକାଶ୍ମୀର ବାରମୂଳାରେ ଆତଙ୍କବାଦୀଙ୍କ ଗୁଳିରେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ମୃତ.. ପ୍ରାର୍ଥନା କରୁଥିବା ବେଳେ ଅଧିକାରୀଙ୍କୁ ଗୁଳି ମାଡ ହୋଇଥିବା ସୂଚନା..



