ଭୁବନେଶ୍ୱର : ରାଜ୍ୟରେ ଶୀତ ଅନୁଭୂତ ହେବା ସହ ଖସୁଛି ପାରଦ। ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୧୧.୪ ଡିଗ୍ରୀ ସହ କନ୍ଧମାଳର ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। କୋରାପୁଟ ୧୧.୭, ସିମିଳିଗୁଡା ୧୨, ଦାରିଙ୍ଗବାଡି ୧୩.୫ ଡିଗ୍ରୀ, କିରେଇ ୧୪.୫, ଫୁଲବାଣୀ ୧୫, କଟକ ୨୦, ଭୁବନେଶ୍ୱର ୨୦.୨ ଡିଗ୍ରୀ ରେକର୍ଡ କରାଯାଇଛି।
#କନ୍ଧମାଳ ଜିଲ୍ଲା ର ଜି.ଉଦୟଗିରି ରେ ରାତ୍ରି ତାପମାତ୍ରା ୧୧.୪ ଡ଼ିଗ୍ରୀ ରେକର୍ଡ #କୋରାପୁଟ : ୧୧.୭ °C #ସେମିଳିଗୁଡା: ୧୨ °C #ଦାରିଙ୍ଗବାଡି: ୧୩.୫°C #କିରେଇ: ୧୪.୫°C #ଫୁଲବାଣୀ:୧୫°C
— Meteorological Centre, Bhubaneswar (@mcbbsr) November 11, 2023



