ହତ୍ୟା ମାମଲାରେ ୮ ଦୋଷୀଙ୍କୁ ଆଜୀବନ
ବ୍ରହ୍ମପୁର : ହତ୍ୟା ମାମଲାରେ ୮ ଦୋଷୀଙ୍କୁ ମଙ୍ଗଳବାର ଆଜୀବନ ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି। ୮ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଅତିରିକ୍ତ ଜିଲା ଦୌରା ଜଜ୍-୧। ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ ପରେ ହତ୍ୟା କରିବା ମାମଲାରେ ଏହି ଦଣ୍ଡାଦେଶ ଦିଆଯାଇଛି। ୨୦୧୭ ସଦର ଥାନା ଆମ୍ବଗଡ ଗାଁରେ ବୁଡୁ ପାତ୍ରଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ।
Comments are closed.