www.samajalive.in
Sunday, December 7, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜେଟ୍‌ ଏୟାର୍‌ଓ୍ୱେଜ୍‌ର ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ..

ଅକ୍ଟୋବରରେ ଜିଏସଟି ରାଜସ୍ୱ ସଂଗ୍ରହ ୧.୭୨ ଲକ୍ଷ କୋଟି.. ଚଳିତ ବର୍ଷରେ ଦ୍ବିତୀୟ ସର୍ବାଧିକ, ବାର୍ଷିକ ବୃଦ୍ଧି ରେକର୍ଡ ୧୩%..

- Advertisement -

ବିଶ୍ବକପ୍ : ନ୍ୟୁଜିଲାଣ୍ଡ ଆଗରେ ୩୫୮ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା..

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍‌ ମର୍ଡର ଘଟଣା.. ବିଧାୟକ ପ୍ରତାପ ଜେନାଙ୍କୁ ଜେଏମ୍‌ଏଫ୍‌ସି କୋର୍ଟରୁ ୨ ସପ୍ତାହ ଯାଏଁ ମହଲତ.. ୧୮ରେ ପରବର୍ତ୍ତୀ ଶୁଣାଣି..

ରଶ୍ମିରଞ୍ଜନ ସ୍ବାଇଁ ହେଲେ ଜମ୍ମୁ-କାଶ୍ମୀର ଡିଜିପି..

ଲେହରେ ନାଗରିକ ସମ୍ମାନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

ନଭେମ୍ବର ୩ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ୱାଇଫାଇଯୁକ୍ତ ହେବା ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌..

କଟକ ତିଗିରିଆରୁ ୨ କୋଟିର ଧଳାଜହର ଜବତ, ଜଣେ ଗିରଫ..

କଳାହାଣ୍ଡିରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ସହ କଳାହାଣ୍ଡି ୟୁନିଭର୍ସିଟି ନାଁ ବଦଳିଲା.. କଳାହାଣ୍ଡି ୟୁନିଭର୍ସିଟି ନାଁ ହେଲା ମା’ମାଣିକେଶ୍ୱରୀ ୟୁନିଭର୍ସିଟି.. ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦ୍‌ଘାଟିତ..

ପୁଣି ବ୍ୟବସାୟିକ ସିଲିଣ୍ଡର ଦର ବୃଦ୍ଧି ..୨ ମାସରେ ୨ ଥର ବଢିଲା ଦାମ୍‌‌..

ଉତ୍ତରପ୍ରଦେଶର ପ୍ରୟାଗରାଜ ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନର ୨ଟି କୋଚ୍ ସହ ଇଞ୍ଜିନ ଲାଇନଚ୍ୟୁତ..

ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ମାରିବା ଉପରେ ଆଜିଠାରୁ ୨୦୨୪ ମେ ୩୧ ପର୍ଯ୍ୟନ୍ତ କଟକଣା.. ଧାମରା, ଦେବୀ ଓ ଋଷିକୂଲ୍ୟା ମୁହାଣରୁ ୨୦ କିଲୋମିଟର ଯାଏଁ ମାଛ ମାରିବା ମନା..

+୩ କଲେଜରୁ ଅଲଗା ହେବ +୨ କଲେଜ.. ୫ ଜିଲ୍ଲାରେ ହାଇସ୍କୁଲକୁ ସ୍ଥାନାନ୍ତର ହେବ +୨ କଲେଜ..

ଅବସରପ୍ରାପ୍ତ ବା ଅତିଥି ଅଧ୍ୟାପକଙ୍କୁ ଦିଆଯିବ ଅସ୍ଥାୟୀ ନିଯୁକ୍ତି..

ଚିନ୍ତା ବଢାଇଲା ପିଆଜ ଦର.. ପ୍ରାୟ ସବୁ ସ୍ଥାନରେ ପିଆଜ କିଲୋ ୬୦ ରୁ ୭୦ ଟଙ୍କା ..

ଭୁବନେଶ୍ୱର ସ୍ଥାନାନ୍ତର.. ୧୬ ନମ୍ବର ଜାତୀୟ ରାଜପଥ କୋଟରି ଛକରେ ଦୁର୍ଘଟଣା..

ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇର ବଡ ପଦକ୍ଷେପ.. ମୁମ୍ବଇ ଓ ଦିଲ୍ଲୀ ମ୍ୟାଚରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories